logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅନୁଚ୍ଛେଦ
ଆଙ୍କା
ତୁମେ ପ୍ରତିଦିନ ପାଞ୍ଚୋଟି ଅନୁଚ୍ଛେଦ ସାହିତ୍ୟ ପଢ ।
ସାନିଦିନ୍‍ ଆମ୍‍ ମଣେୟା ଆଙ୍କା ପାଳାଅଏ ମେ ।

ଅଧ୍ୟୟନ
ପାଳାଅ
ଧର୍ମପୁସ୍ତକ ଅଧ୍ୟୟନ ଜୀବନ ପାଇଁ ଭଲ ।
ଧରମ କିତେବ ପାଳାଅ ଜୀବନ ଲାଗିଡ୍ ବୁଗିନେ ।

ଅସନା
ଅଜରା
ପିଲାଟି ବହୁତ ଅସନା ହୋଇଛି ।
ହନ‌ ଏସୁପୁରେଏ ଅଜରା କାନା ।

ଅକଲ
ସେୟାଁ
ବଣରେ ବାଘ ଦେଖି ମୋର ଆକଲ ହଜିଗଲା ।
ବୁରୁରେ କୁଲେ ନେଲତେ ଆଞ୍ଜାଆ ସେୟାଁ ଆଡ୍‍ଜାନା ।

ଅଟ୍ଟାଳିକା
ବାଙ୍ଗାଲା
ଧନୀକମାନେ ଅଟ୍ଟାଳିକାରେ ରହନ୍ତି ।
ମୁଣ୍ଡେତାନ୍‍କ ବାଙ୍ଗାଲା ରେକ ତାଇନେ ।

ଅଳନ୍ଧୁ
ଉଳୁଃନ୍ଦେ
ରୋଷେଇ ଘରେ ଅଳନ୍ଧୁ ଲାଗେ ।
ମାଣ୍ଡି ଅୱାରେ ଉଳୁନ୍ଦେ ୱା ।

ଅଳପ
ହୁଳିଂ
ମଦଖାଇଲେ ଅଳପ ଆୟୁ ହୁଏ ।
ବୁଲେନ୍‍ତେୟାଃ ନୁଉଇରେ ଜିନିଡ୍‍ ହୁଳିନ୍ଦେ ୱା ।

ଅଳିଆ
ଜବରା
ଅଳିଆ ଗାତରେ ଗଦାକରି ପୋତି ପକାଅ ।
ଜବରାକ ଦଳାରେ ହୁଣ୍ଡିକେଏତେ ତପା ତାଆପେ ।

ଅନ୍ଧ
କାଣା
ଆନ୍ଧକୁ ବାଟ ଦେଖେଇ ଦିଅ ।
କାଣାକେ ହରା ଉଦୁବେଇପ ।

ଅସୁମାରି
ଲାଲି
ରାତିରେ ଅସୁମାରି ତାରା ଦେଖାଯାନ୍ତି ।
ନିଜେ ଏସୁଲାଲି ଇପିଲ୍‍କ ନେଲୱା ।


logo