logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଗଛ
ଦାରୁ
ଗଛ ଲଗାଅ ଜୀବନ ବଞ୍ଚାଅ ।
ଦାରୁ ରୁଆଏପେ ଜୀବନ ବାଂଚାଅଏପେ ।

ଗଛଲତା
ଦାରୁନାଇ
ଜଙ୍ଗଲରେ ବିଭିନ୍ନ ଗଛଲତା ଥାଏ ।
ବୁରୁରେ ଚିମିନ ଦାରୁନାଇ ତାଇନେ ।

ଗଞ୍ଜା
ସାଣ୍ଡି
ଗଞ୍ଜା କୁକୁଡା ରାତିରେ ଡାକେ ।
ସାଣ୍ଡି ସିମ୍‍ ନିଦେଏ ରାଆୟ ।

ଗଠିତ
ବାୟେକାନା
ବିଧାୟକମାନଙ୍କୁ ନେଇ ବିଧାନସଭା ଗଠିତ ହୋଇଛି ।
ବାଧାୟକ କଃ ଇଡିକାତେ ବିଧାନସଭା ବାୟେକାନା ।

ଗଡାଇବା
ବାଟି
ପଥର ଗଡାଇବାବେଳେ ସାବଧାନ ।
ଦିରି ବାଟିଇମିତାଂ ହୁସିଆର୍‍ ।

ଗଢିବା
ବାଇ
ମୂର୍ତ୍ତି ଗଢିବା ଶିଳ୍ପୀର କାମ ।
ମୂର୍ତ୍ତି ବାଇ ମୁରୁତ ବାଇତାନିଏ ପାଇଟି ।

ଗଢିଲା
ବାଟିଜାନା
ବାଲଟି କାଦୁଅରେ ଗଡିଲା ।
ବଲ ଲସଡରେ ବାଟିଜାନା ।

ଗଣ
ଲେକା
ତୁମର କେତଟି ଆଙ୍ଗୁଳି ଗଣ ।
ଆପେୟାଆ ଚିମିନେଙ୍ଗ ଆଙ୍ଗୁଳି ଲେକାଏପେ ।

ଗଣନା
ଲେକା
ପ୍ରତି ଦଶ ବର୍ଷକୁ ଥରେ ଜନଗଣନା କରାଯାଏ ।
ସାବିନ ଗେଲସିର୍ମାରେ ମିଶେ ହୋଲେକା ହବାନା ।

ଗଣିବା
ଲେକା
ଅସାବଧାନ ହେଲେ ଟଙ୍କା ଗଣିବା ଭୁଲ ହେବ ।
ବିନେ ଶାବଧାନରେ ଟାକା ହିସେବେରେ ଭୁଲ ହାବାନା ।


logo