logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ନଈ
ଗାଳା
ମୁଁ ଆମ ଗାଁ ନଈରେ ପହାଁରା ଶିଖିଛି ।
ଆଞ୍ଜ ଆଲେ ହାତୁ ଗାଳାରେ ଅୟାର ଏତାକାଡା ।

ନଈ ବଢି
ଗାଳା ବୁଉଡି
ନଈ ବଢି ଆମ ରାଜ୍ୟର ଏକ ବଡ ବିପତ୍ତି ।
ଗାଳା ବୁଉଡି ଆବୁ ଦିଶୁମ୍‍ ରେୟା ମିଡ ମାରାଂ ଦୁକୁ ।

ନଈ ବନ୍ଧ
ଗଳାଆଳି
ନଈବଢି ବେଳେ ନଈବନ୍ଧ ଭାଙ୍ଗିଯାଏ ।
ଗଳା ବାହାଳି ଇମିତାଂ ଗାଳାଆଳି ରାବିଡଆ ।

ନକ୍ସା
ନକସା
ଇଞ୍ଜିନିୟର ଆସି ବିଦ୍ୟାଳୟର ନକ୍ସା ପ୍ରସ୍ତୁତ କଲା ।
ଇଂଜିନିୟର ହୁଜୁଉଯାନତେ ଇସ୍‍କୁଲ ରେୟା ଆ ନକସାଏ ବାଇକେଡା ।

ନଗରିକ
ଦିଶୁମ ହଃକ
ଆମେ ଭାରତର ନାଗରିକ ଅଟୁ ।
ଆବୁ ଭାରତ ଦିଶୁମ୍‍ ହଃକ ତାନାବୁ ।

ନଜର
ନେଲ୍‍
ଶିକ୍ଷକ ପ୍ରତି ପିଲା ଉପରେ ନଜର ରଖନ୍ତି ।
ମାଷ୍ଟର ସବେନ୍‍ ହନ୍‍କ ଚେତାନରେଏ ନେଲେୟା ।

ନଟୁ
ନଟୁ
ପିଲାମାନେ ନଟୁ ଖେଳ ଭଲ ପାଆନ୍ତି ।
ହନକ ନଟୁ ଇନୁଂ ବୁଗିକ ଆଦାୟା ।

ନଡିଆ
ନାରିଏଲ
ନଡିଆ କତାରେ ଦଉଡି ତିଆରି ହୁଏ ।
ନାରିଏଲ ଚକାଆରେ ପାଗା ବାଇୟଆ ।

ନଦୀ
ମାରାଂ ଗାଳା
ମହାନଦୀ ଓଡିଶାର ବଡନଦୀ ।
ମହାନଦୀ ଓଡିଶାରେୟାଆ ମାରାଂ ଗାଳା ।

ନବମ
ଆରେ
ଦୌଡ ଖେଳରେ ରିତା ନବମ ସ୍ଥାନରେ ରହିଲା ।
ନିର୍‍ ଇନୁଂରେ ରିତା ଆରେ ଜାଗାରେଏ ତାଇଜାନା ।


logo