logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଫମ୍ପା
ଉଣ୍ଡୁ
ବାଉଁଶ ଭିତର ପଟ ଫମ୍ପା ଥାଏ ।
ମାଡା ବିତେରଦଃ ଉଣ୍ଡୁ ତାଇନେ ।

ଫରକ
ତାନଗା
ଆଜିକାଲି ପୁଅ ଝିଅରେ ଫରକ ନାହିଁ ।
ନାଆବାରାସିଂ କୱାକୁଇ ରେୟାଃ ତାନଗା ବାନୱା ।

ଫରଚା
ମାସକାଲ
ଫରଚା ହେବା ପୂର୍ବରୁ ଚାଷୀ ହଳ ନିଏ ।
ମାସକାଲଅ ସିଦେରେ ଚାଷୀ ସିୟୁଉତେଏଃ ସେନୱା ।

ଫଳ
କଅ
ଫଳରେ ପ୍ରଚୁର ଭିଟାମିନ ଥାଏ ।
ଜଅର ଏସୁପୁରେଏ ଭିଟାମିନ ମେନା ।

ଫଳପ୍ରଦ
ପାଇଟିତେୟାଃ
ଏମ.ଡି.ଟି. କୁଷ୍ଠରୋଗ ପାଇଁ ଫଳପ୍ରଦ ଔଷଧ ଅଟେ ।
ଏମ.ଡଇ.ଟି. ତୁଣ୍ଡେବାଣ୍ଡିଏ ରୁଗାରେଏ ପାଇଟିଇ ରେଡ୍‍ ।

ଫଳିବା
ଜଅୱା
ଗଛରେ ଖତ ଦେଲେ ପ୍ରଚୁର ଫଳ ଫଳିବ ।
ଦାରୁରେ ଗୁରିଇ ଏମେରେ ଏସୁପୁରେଏ ଜଅନା ।

ଫସଲ
କ୍ଷିତି
ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଫସଲ ହୁଏ ।
ନବରଙ୍ଗପୁର ଜାଗାରେ ଏସୁପୁରେଏ ଗାଙ୍ଗାଇ କ୍ଷିତି ହବାୱା ।

ଫାଙ୍କା
ସାମା
ବେଳେ ବେଳେ ପୋଲିସ ଫାଙ୍କା ଗୁଳି ଚାଳନା କରନ୍ତି ।
ମିସେମିସେ ପୋଲିସ ସାମା ଗୁଲି ଚାଲାଅୟା ।

ଫାଳେ
ମିଡଚାଟାଆ
ମୁଁ ରମାକୁ ଫାଳେ କମଳା ଦେଲି ।
ଆଞ୍ଜ ରମାକେ ମିଡ୍‍ ଚାଟାଆ ସାନ୍ତାରାଞ୍ଜ ଏମାଡିଏ ।

ଫାଶୀ
ପାଶେ
ଜଘନ୍ୟ ଅପରାଧିକୁ ଫାସୀ ଦିଆଯାଏ ।
ମାରାଂ ଦୋଷୀକେ ପାଶେ ଗଇୟେକ ।


logo