logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ରକ୍ତ
ମାୟମ
ରକ୍ତରେ ପ୍ରାଣ ଥାଏ ।
ମାୟାମରେ ଜୀବନ ମେନାଃ ।

ରକ୍ଷଣ ବେକ୍ଷଣ
ଜଗାଆଜୁଗୁତୁ
ରକ୍ଷଣ ବେକ୍ଷଣ ଅଭାବରେ ସୁତି ନଷ୍ଟ ହୁଏ ।
ଜଗାଆଜୁଗୁତୁ କାହା ତାଇନରେ ସାବିନ ରିଇଙ୍ଗଆ ।

ରକ୍ଷାକରିବା
ବାଚାଅ
ପ୍ରଜାକୁ ରକ୍ଷାକରିବା ସରକାରଙ୍କ କାମ ।
ପରଜାକ ବାଚାଅ ତେୟା ସରକାରଆ ପାଇଟି ।

ରଙ୍ଗ
ରଙ୍ଗ
ମୟୂର ଚିତ୍ରରେ ସଠିକ ରଙ୍ଗ ଦିଅ ।
ମାରାଆ ଚିତ୍ରଏ ଠିକ୍‍ ରଙ୍ଗ ଏମେପେ ।

ରଙ୍ଗିନ
ରଙ୍ଗିନ
ରଙ୍ଗିନ ପ୍ରଜାପତିଟିଏ ଫୁଲରେ ବସିଛି ।
ରଙ୍ଗିନ ପାମ୍‍ ପାଲ୍‍ ବାହାରେଏ ଦୁବାକାନା ।

ରଡି
ଗର୍ଜାଅ
ବାଘରଡି ଶୁଣିଲେ ଭୟ ଲାଗେ ।
କୁଲେ ଗାର୍ଜାଅ ଆୟୁମ ଲେରେଃର ବରଗେ ଆଦାୱା ।

ରସୁଣ
ରାସୁଇଁ
ରସୁଣର ରଙ୍ଗ ଧଳା ଅଟେ ।
ରାସୁଇଁ ରଙ୍ଗ ପୁଣ୍ଡି ଗେୟା ।

ରାଜଉଆସ
ରାଜାଆୱା
ରାଜଉଆସ ଗୁଡିକ ଜାତୀୟ ସମ୍ପତି ହୋଇଛି ।
ରାଜାଆୱା ସରକାରାଆ ବିତ୍ତି ହବାଜାନା ।

ରାଜତ୍ୱ
ତାଜ୍‍ ଚଲାଅ
ନିର୍ବାଚିତ ସରକାର ପାଞ୍ଚବର୍ଷ ରାଜତ୍ୱ କରନ୍ତି ।
ସାଲାତାଡ ସରକାର ମଣେସିର୍ମା ରାଜେଏ ଚାଲାଅୟା ।

ରାଜସ୍ୱ
ଖାଜାନ୍ତି
ସରକାର ପ୍ରଜାଙ୍କ ଠାରୁ ରାଜସ୍ୱ ଆଦାୟ କରନ୍ତି ।
ସରକାର ପରଜା କଢାଆଏତେ ଖାଜାନ୍ତି ଆଜାଇ କୱା ।


logo