logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଜକେଇ
ମେଡ ଦାଆ ପେରେଏ
ମୋ ସାଙ୍ଗର ଦୁଃଖ ଦେଖି ମୋ ଆଖି ଜକେଇ ଗଲା ।
ଆଞ୍ଜାଆ ଜୁଳିଏ ଦୁକୁ ନେଲତେ ମେଡ ଦାଆ ପେରେଏ ଜାନା ।

ଜଗତ
ଦେଶୁମ
ଜଗତରେ ଅନ୍ୟାୟ ବଢି ଚାଲିଛି ।
ଦେଶୁମରେ କାରବ୍‍ପାଇଟି ସାଙ୍ଗିୟଅଃ ତାନା ।

ଜଗାଇ
ହର
ଆଦିବାସୀମାନେ ପିଲାଙ୍କୁ ଫସଲ ଜଗାଇ ଦିଅନ୍ତି ।
ଆଦିବାସୀକୱା ହନକ ଖିତିକ ହରଚଚିଳୱା ।

ଜଗୁଆଳି
ହରତାନିଇ
ବ୍ୟାଙ୍କ ଗୁଡିକରେ ଜଗୁଆଳିମାନେ ଥାଆନ୍ତି ।
ବ୍ୟାଙ୍କ କରେ ହରତାନ୍‍କତାଇନେ ।

ଜଙ୍ଗଲିଆ
ବୁରୁଜାଗା
ଜଙ୍ଗଲିଆ ଜାଗାରେ ହିଂସ୍ର ଜନ୍ତୁ ଥାଆନ୍ତି ।
ବୁରୁଜାଗାରେ କୁର୍‍କୁର ଜାନୁଆରକ ତାଇନେ ।

ଜଙ୍ଘ
ବୁଲୁ
ଖେଳରେ ରିମିର ଜଙ୍ଘ ମକଚି ଗଲା ।
ଇନୁଙ୍ଗରେ ରିମିଏ ବୁଲୁ ମଚଳାୱା କାନା ।

ଜଡିତ
ମେସା
ଅଧ୍ୟ୍ୟୟନ ସହିତ ଦେଶ ସେବାରେ ଜଡିତ ଥାଅ ।
ପାଳାଅଲଅତେ ଦେଶୁମ ସେବାରେ ସା ତାଇନେ ପେ ।

ଜଣ
ଏସକାର
ଏକ ଜଣ ବ୍ୟକ୍ତି ବଞ୍ଚିବା କଷ୍ଟ ଅଟେ ।
ମିଏଣଯଡ ଏସକାର ହୋ ଜିଇଡ ଲାଗିନ ଏସୁ ମୁସକିଲେ ।

ଜଣକା
ମିଣ୍ଡରେ
ଜଣକା ହଳେ ଲେଖାଏ ପୋଷାକ ଦିଆଗଲା ।
ମିଣ୍ଡଯଡରେ କାରିଏ କେଏତେ ଲିଜେଏକ ଏମାଡ କୱା ।

ଜନଗଣନା
ହୋ'ଲେକା
ପ୍ରତି ଦଶ ବର୍ଷରେ ଥରେ ଜନଗଣନା କରାଯାଏ ।
ସାବିନ୍‍ ଦଶବରଷରେ ମିଶେ ହୋ'ଲେକା ହବାନା ।


logo