logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ମଇଁଷି
କେଳା
ଆମେ ହଳେ ମଇଁଷି ପାଳୁଛି ।
ଆଲେ ମିଡ ଆଁର କେଳାକିନ ଆସୁଲତାଡକିନେ ।

ମଇଳା
ଅଜରା
ମଇଳା ହାତରେ କିଛି ଖାଇବ ନାହିଁ ।
ଅଜରା ତିଇତେ ଯାହାନାଆ ଆଲପେ ଜମେୟା ।

ମଉଜ
ରାଆସା
ଛୁଟି ଦିନରେ ଆମେ ମଉଜ କରିଥାଉ ।
ଛୁଟି ମୁସିଂ ଆଲେ ରାଆସାରେଲେ ତାଇନେ ।

ମଉସା
କାକା
ଖରାଛୁଟିରେ ମୁଁ ମୋ ମଉସା ଘରକୁ ଯିବି ।
ଜେଟେ ଛୁଟିରେ ଆଞ୍ଜ କାକା ଅୱାଞ୍ଜ ସେନଆ ।

ମକର୍ଦ୍ଦମା
ମକରଦୁମା
ରାମ ବିରୁଦ୍ଧରେ ବର୍ତ୍ତମାନ ମକର୍ଦ୍ଦମା ଚାଲିଛି ।
ରାମ ଚିତାନରେ ମକରଦୁମା ହବାନ୍‍ ତାନା ।

ମକା
ଗାଙ୍ଗାଏ
ନବରଙ୍ଗପୁର ଆଞ୍ଚଳରେ ପ୍ରଚୁର ମକା ଚାଷ ହୁଏ ।
ନବରଙ୍ଗପୁର ଜାଗାରେ ଏସୁପୁରେଏ ଗାଙ୍ଗାଇ ଚାଷ ହବାନା ।

ମଗର
ତାୟାନ୍‍
ଗହୀରା ପାଣିରେ ମଗର ଭଲ ବଢନ୍ତି ।
ଇକିର ଦାଆରେ ତାୟାନ୍‍ ବୁଗିଲେକାଏ ମାରାଙ୍ଗୱା ।

ମଝିରୁ
ତାଲା
ବାଡିଟା ଠିକ ମଝିରୁ ଭାଙ୍ଗିଲା ।
ଡାଣ୍ଡିଆ ଠିକ୍‍ ତାଲାରେ ରାପୁଡା ଜାନା ।

ମଞ୍ଜି
ଜାଂ
ମଞ୍ଜିରୁ ଗଜା ବାହାରେ ।
ଜାଂ'ଆଏତେ ଅମନ୍‍ ଅଣ୍ଡଙ୍ଗ ।

ମଣିଷ
ମାନୁଆ
ମଣିଷ ସବୁ ପ୍ରାଣୀଠାରୁ ଶ୍ରେଷ୍ଠ ଅଟେ ।
ମାନୁଆ ସାବିନ କୱାତେଏ ମାରାଙ୍ଗା ।


logo