logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଦଉଡ
ନିର‍
ଦଉଡ ଖେଳରେ ରିମି ପ୍ରଥମ ସ୍ଥାନ ପାଇଲା ।
ନିର୍‍ ଇନୁଂରେ ରିମି ପାହିଲେ ଜାନାଏଃ ।

ଦଉଡ ଦଉଡି
ନିର୍‍ ନିର୍‍
ମୁଁ ଦଉଡି ଦଉଡି ଆମ୍ବ ଗୋଟାଇଲି ।
ଆଞ୍ଜ ନିର୍‍ ନିର୍‍ ଉଲିଞ୍ଜ ହାଲାଂ କେଡା ।

ଦଉଡିବା
ନିର୍‍
ଦଉଡିବା ଏକ ଭଲ ବ୍ୟାୟାମ ଅଟେ ।
ନିର୍‍ ମିୟାଡ୍‍ ବୁଗିନ ବ୍ୟାୟାମ ତାନା ।

ଦଉଲତ
ବିତ୍ତି
ରାଜାଙ୍କ ଅନେକ ଦୌଲତ ଅଛି ।
ରାଜାଆ ଚିମିନ୍‍ ବିତ୍ତି ମେନାଅ ।

ଦକ୍ଷିଣ
ଦକ୍ଷିନ
ଦକ୍ଷିଣ ଦିଗରୁ ମଳୟ ପବନ ବହେ ।
ଦକ୍ଷିନ କୁଟିଏତେ ଶାଶା ହୟ ହୟୟା ।

ଦଖଲ
ଦଖଲ
ଏହି ଜମି ଆମ ଦଖଲରେ ଅଛି ।
ନେନ‍୍‌ ଅତେ ଆଲେ ଦଖଲରେ ମାନାଆ ।

ଦଣ୍ଡ
ତାମ୍‍
ବିଦ୍ୟାଳୟ ଏକ ଦଣ୍ଡମୁକ୍ତ ଅଞ୍ଚଳ ଅଟେ ।
ଇସ୍କୁଲ ମିଏଡ୍‍ ତାମ ବାନଅ ଜାଗାତାନାଆ ।

ଦଣ୍ଡବିଧାନ
ଦାଣ୍ଡେ
ଦୋଷୀକୁ ଦଣ୍ଡବିଧାନ କରାଯାଏ ।
ଦୋଷତାଡିଇ ଦଃ ଦାଣ୍ଡେଇ ୟିକ ।

ଦଧିନଉତି
ମୁଣ୍ଡି
ମନ୍ଦିର ଚୂଡାରେ ଦଧିନଉତି ବସାଯାଏ ।
ମନ୍ଦିର ଚତାନରେ ମୁଣ୍ଡିକ ବାଇୟେ ।

ଦପ୍ତର
ଅପିସ
ମୁଁ ଜିଲ୍ଲାପାଳ ଦପ୍ତରରେ ଗୁହାରି କଲି ।
ଆଞ୍ଜ କଲେକଟର୍‍ ଅପିସରେଞ୍ଜ କାଜି କେଡା ।


logo