logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଯଜ୍ଞ
ଯଜ୍ଞ
ଆମ ଗ୍ରାମରେ ବିଶ୍ୱଶାନ୍ତି ଯଜ୍ଞ ହୋଇଥିଲା ।
ଆଲେ ହାତୁରେ ଦେଶୁମ୍‍ ଶାନ୍ତି ଯଜ୍ଞ ହବା ଲେନା ।

ଯତ୍ନ
ଯତନ୍‍
ବାର୍ଦ୍ଧକ୍ୟ ହେଲେ ଯତ୍ନ ଆବଶ୍ୟକ ଅଟେ ।
ବୁଳେ ଜାନରେ ଯତନ୍‍ ଦରକାର ।

ଯଥା
ଚିଲକେଚି
ରିମି ଯଥା ଅର୍ଥ କହି ପାରିଲା ।
ରିମି ଚିଲକେଚି ମାନେ କାଜି ଦାୟିଜାନା ।

ଯନ୍ତ୍ର
ମିଶିନ୍‍
ଯନ୍ତ୍ର ଦ୍ୱାରା ଜଟିଳ କାମ ସହଜ ହୋଇଯାଏ ।
ମିଶିନତେ କାହା ସହଜ ପାଇଟିୟ ଆଞ୍ଜାଆ ପାଇଟିୟୁଆ ।

ଯଶ
ନୁତୁମ୍‍
ବଡ ଲୋକଙ୍କ ଯଶ ପୃଥିବୀ ସାରା ବ୍ୟାପିଯାଏ ।
ମାରାଂ ହ'କୱା ନୁତୁମ୍‍ ଦେଶୁମ ସାରା ପାନ୍ତିନେ ।

ଯାଗା
ଜାଗା
ଉପଯୁକ୍ତ ଯାଗା ବାଛି ଫଳ ଚାଷ କରନ୍ତୁ ।
ସାଲାକେଏତେ ଜ ଚାଷ ବୁଗିନା ।

ଯାତ୍ରା
ସନଅ
ରେଳ ଯାତ୍ରା ଆନନ୍ଦ ଦାୟକ ଅଟେ ।
ରେଲରେ ସେନଅ ରାଆଁସାଗେ ଆଦାୱା ।

ଯାଦୁକର
ଯାଦୁବାଲା
ଆମ ବିଦ୍ୟାଳୟକୁ ଜଣେ ଯାଦୁକର ଆସିଥିଲା ।
ଆବୁ ଇସ୍କୁଲତେ ମିଏଡ୍‍ ଯାଦୁବାଲା ହୁଜୁଉଲେନା ।

ଯାନବାହାନ
ଗାଳଗୁଳା
ଯାନବାହାନ ନିମନ୍ତେ ଭଲ ରାସ୍ତା ଅଛି ।
ଗାଳଗୁଳା ଲାଗିଡ ବୁଗିନ ହରା ମେନାଃ ।

ଯାହାର
ଅକାୟାଆ
ଯାହାର ବୟସ ଅଠରବର୍ଷ ସେ ଭୋଟ ଦେଇ ପାରିବ ।
ଅକାୟାଆ ବୟମ ଅଠର ବର୍ଷ ଆଏଃ ଭୋଟ ଏମଦାୟିୟେ ।


logo