logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଘଡଘଡି
ରିମଲ ଗାଳା ଗୁଳୁ
ଘଡଘଡି ଶବ୍ଦ ଶୁଣି ଛୋଟ ପିଲାଏ ଡରି ଯାଆନ୍ତି ।
ରିମଲ ଗାଳା ଗୁଳୁ ଆୟୁମତେ ଆଞ୍ଜାଆ ମନ ରାପୁଡ ଜାନା ।

ଘନଘନ
ନେକତେ
ପର୍ବତ ଚଢିଲା ବେଳେ ଘନଘନ ପ୍ରଶ୍ୱାସ ନିଆଯାଏ ।
ବୁରୁ ବଏଃ ତାନରେ ନେକତେ ଶାଏଡ ସେନୱା ।

ଘନନୀଳ
ପୁରେଏନୀଲ
ଇନ୍ଦ୍ରଧନୁରେ ଘନନୀଳ ରଙ୍ଗ ଥାଏ ।
ରିଭଲବିଙ୍ଗ ଅଙ୍ଗରେ ପୁରେଏନୀଲ ରଙଗେ ତାଇନେ ।

ଘର
ଅୱାଆ
ନଡାରେ ଘର ଛପର କରାଯାଏ ।
ବୁସୁଉ ଲଟତେ ଉଆ କ ଦାଲେୟା ।

ଘରେ
ଅୱାଆରେ
ଆମ ଘରେ ଗୋଟେ ବିଲେଇ ଅଛି ।
ଆବି ଅୱାଆରେ ମିଏଡ ବିଲେଇ ମେନାଇ ।

ଘସି
ଗସଅ
ମଚକି ଯାଇଥିବା ଗୋଡରେ ମୁଁ ମଲମ ଘସି ଦେଲି ।
ମଚ୍‍କାନ ଯାଗାରେ ଆଞ୍ଜ ମହମଞ୍ଜ ଗସଅ ତାଡା ।

ଘାଣ୍ଟିବା
ହୁଣ୍ଡା
ତରକାରୀରେ ଲୁଣ ପକାଇ ଘାଣ୍ଟିବା ଆବଶ୍ୟକ ।
ଉତୁରେ ବୁଲୁଂ ହେରକେଏତେ ହଣ୍ଡାଏ ତେୟା କାଜି ।

ଘାସ
ତାସାଡ୍‍
ବଗିଚାର ଅନା ବନା ଘାସ ସଫା କର ।
ବାକାଇରେୟାଃ ଯାହାନ୍‍ ସେତାନ୍‍ ତାସାଡ୍‍ ସାଫା ଏପେ ।

ଘେରି
ବାକାର
ଆମ୍ବ ଚାରା ଲଗାଇବା ପରେ ତାକୁ ଘେରି ଦିଅ ।
ଉଲି ଦାରୁ ରଆ କେଏତେ ଏନା ବାଜାଇ ତାଆପେ ।

ଘୋଟିବା
ପେରେଏ
ଆକାଶରେ କଳା ମେଘ ଘୋଟିଲା ।
ରିମିଲିରେ ହେନ୍ଦେ ରିମିଲ ପେରେଏ ଜାନା ।


logo