logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଢଙ୍ଗ
ଢଙ୍ଗ
ପ୍ରତ୍ୟେକ ନିଜ ନିଜ ଢଙ୍ଗରେ ଚଳନ୍ତି ।
ସାବିନ ଆପାନ ଢଙ୍ଗତେକ ତାଇନେ ।

ଢିପ
ଢିପେ
ଆମ ଘର ଏକ ଢିପରେ ରହିଛି ।
ଆଲେ ଅୱା ମିଏଡ୍‍ ଢିପେରେ ମନାଃଆ ।

ଢୋଲ
ଡୁଲକ
ଆଦିବାସୀ ମାନେ ଢୋଲ ବଜାଇ ନାଚନ୍ତି ।
ଆଦିବାସୀକ ଢୁଲକ ରୁଉକାତେକ ଶୁସୁନେ ।

ଢୋଲକି
ଡୁଲକି
ଢୋଲକି ବଜାଇ ଗୀତ ଗାଅ ।
ଡୁଲକି ରୁଉଃ କାତେ ଦୁରେଙ୍ଗେପେ ।


logo