logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଛକି
ଛକି
ଭୁଲ ଉତ୍ତରରେ ଶିକ୍ଷକ ଛକି ଚିହ୍ନ ଦିଆନ୍ତି ।
ଭୁଲ ଉତ୍ତରରେ ମାଷ୍ଟର ଛକି ଚିନନେଏ ଏମଏୟା ।

ଛଚିନ୍ଦ୍ରା
ଚୁନ୍ଦି
ଛଚିନ୍ଦ୍ରାକୁ ବିଲେଇ ଖାଏ ନାହିଁ ।
ଚୁନ୍ଦିକେ ବିଲେଇ କାଃଏ ଜମେଆ ।

ଛଟପଟ
ତାବଆବାଆ
ଯନ୍ତ୍ରଣାରେ ପିଲାଟି ଛଟପଟ ହେଉଛି ।
ହାସୁତେ ହନ୍‍ ତାବାଆବାଆନ ତାନା ।

ଛତା
ଚାତମ
ଖରା ବର୍ଷାରୁ ଛତା ରକ୍ଷା କରେ ।
ଜେଟେ ଗାମାଏତେ ଚାତମ ବାଆଚାୱାଏ ।

ଛତୁ
ଉଡ୍‍
ପୁରୁଣା କାଠରେ ଛତୁ ଉଠେ ।
ପାପାରି ଦାରୁରେ ଉଡ ରାକାବା ।

ଛନଛନିଆ
ଲଦବଲେକାନ
ହାତୀମାନେ ଛନଛନିଆ ଫସଲ ନଷ୍ଟ କରନ୍ତି ।
ହାତୀକ ଲଦବଲେକାନ୍‍ ଖିତିକୁ କାରାବେୟା ।

ଛପର
କେଚଅ
ନଡା ଛପର ଘର ଖରାଦିନେ ଥଣ୍ଡାରହେ ।
ଦୁସୁଉ କେଚଅ ଅୱା ଜେଟେସିଙ୍ଗି ସାସାଗେତାଇନେ ।

ଛପେଇ
ଜୁୱେଏ
ଡାକଟିକେଟ ଅଠାରେ ଛପେଇ ଦିଆଯାଏ ।
ଡାକଟିକେଟ ଆଠାତେକ ଜୁୱେଏତାଆ ।

ଛଳରେ
କୁମ୍ଭେଡ୍‍
କେଉଟ ଜାଲରେ ମାଛ ଧରେ ।
କେଅଁଟ କୁମ୍ଭେଡତେ ହାଇକ ସାବା ।

ଛାଞ୍ଚି
ଲାଆଃ
ବଙ୍କା କାଠକୁ ଛାଞ୍ଚି ସଳଖ କାରାଯାଏ ।
ବାଙ୍କା ଦାରୁକେ ଲାଆଃ କେଏତେ ସିଦେୱା ।


logo