logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଥଟ୍ଟାମଜ୍ଜା
ଆରଗାଏ
ଥଟ୍ଟାମଜ୍ଜାରେ କ୍ଷଣିକ ଆନନ୍ଦ ମିଳେ ।
ଆରଗାଏଃ ରେ ମିଡ୍‍ଦଣ୍ଡେ ରାଆଁସା ଆଦାୱା ।

ଥଣ୍ଟ
ଆଃ
ଶୁଆର ଥଣ୍ଟ ବଙ୍କା ଥାଏ ।
କେରେୟାଡ୍‍ ଆ ବାଙ୍କାଗେତାଇନେ ।

ଥଣ୍ଡା
ସାସା
ଖରାଦିନେ ଥଣ୍ଡା ପାଣି ପିଇବାକୁ ଭଲ ଲାଗେ ।
ଜେଟେସିଙ୍ଗି ସାସା ଦାଆ ନୁଉଃ ଲାଗିଡ୍‍ ବୁଗିନ୍‍ ଆଦାୱା ।

ଥର
ଦାଣା
ମୁଁ ଦିନକୁ ଦୁଇ ଥର ଭାତ ଖାଏ ।
ଆଞ୍ଜ ମୁସିଂରେ ବାର ଦାଣା ମାଣ୍ଡିଞ୍ଜ ଜମିୟା ।

ଥର ଥର
ତରତର
ରୋଗୀ ଥର ଥର ହୋଇ ବସିଛି ।
ହାସୁତାନିଇ ତର୍‍ତର୍‍ ତାନେଏ ଦୁବାକାନା ।

ଥରକେ
ମିସେରେ
କୁକୁଡା ଥରେକେ ଗୋଟିଏ ଅଣ୍ଡା ଦିଏ ।
ସିମ୍‍ ମିସେରେ ମିଏଡ୍‍ ଅଣ୍ଡାୟା ଏମିୟା ।

ଥରିବା
ତରାୱ
ଥରିବା ମେଲେରିଆ ରୋଗର ଲକ୍ଷଣ ।
ତର୍‍ତରାୱତେୟାଦଃ ମେଲେରିୟା ହାସୁଗ ।

ଥାନ
ଜାଗା
ଏହି ଥାନରେ ମୋର ଭାଇ ଶହୀଦ ହୋଇଥିଲା ।
ନେନ୍‍ ଥାଗାରେ ଆଞ୍ଜାଆ ବାଉଞ୍ଜ ସହୀଦ ଲେନା ।

ଥାନା
ଥାନା
ଅନ୍ୟାୟ ଦୂର କରିବା ପାଇଁ ଥାନା ରହିଛି ।
କାରାବ୍‍ ସାନିଙ୍ଗେ ଲାଗିଡ୍‍ ଥାନା ମେନାଆ ।

ଥାଳି
ଥାଳି
ମୁଁ ମୋ ଖାଇବା ଥାଳି ସଫା କରେ ।
ଆଞ୍ଜ ଆଞ୍ଜଆ ଜମତେୟା ତାଳିଞ୍ଜ ସାଫାୟା ।


logo