logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

କଇଁଚି
ରାଚାମ
କଇଁଚିରେ ବାଳ କଟା ଯାଏ ।
ରାଚାମତେ ବଅବାଲେକ ରାଚାମ୍‍ ମେୟାଃ ।

କଇଁଛ
ହର
ଗହୀରମଥା କଇଁଛଙ୍କ ପ୍ରଜନନ କେନ୍ଦ୍ର ଅଟେ ।
ଗହିରମଥା ହରକୱା ଦୁଳିନ ଜାଗା ।

କଜିଆ
ଏପେରାଂ
ଶ୍ରେଣୀରେ କଜିଆ କର ନାହିଁ ।
ଶ୍ରେଣୀରେ ଆଲପେ ଏପେରାଙ୍ଗା ।

କଞ୍ଚା
ବେରେଲ
କଞ୍ଚା କାଠ ସହଜରେ ଜଳେ ନାହିଁ ।
ବେରେଲ ସାଆନ୍‍ ଆଞ୍ଜାଆ କାହା ଜୁଲୁୱା ।

କଟୁରୀ
କତୁ
କଟୁରୀରେ ଘାସବୁଦା ଇତ୍ୟାଦି ସଫା କରାଯାଏ ।
କାତୁତେ ତାସାଡ୍‍ ଜୁମ୍ବେକ ସାଫାୱା ।

କଡରେ
କୁଟିରେ
ରାସ୍ତା କଡରେ ମଳତ୍ୟାଗ କର ନାହିଁ ।
ସଳପ କୁଟିରେ ଆଲପେ ବାହାର ପାଆୟା ।

କଢ
କଣ
କଢ ଫୁଟି ଫୁଲ ହୁଏ ।
କଣ ଫୁଟେଅ ଜାନ୍ତେ ବାହା ବାଇନେ ।

କଢ
କଣ
କଢିରୁ ଫୁଲ ଫୁଟେ ।
କଣ ଆଏତେ ବାହା ଫୁଟେଅନା ।

କଣ୍ଟା
ଜାନୁମ
ଗୋଲାପ ଗଛରେ କଣ୍ଟା ଥାଏ ।
ଗୋଲାପ ଦାରୁରେ ଜାନୁମ ତାଇନେ ।

କଣ୍ଠ
ସୁର
ମଧୁର କଣ୍ଠରେ ସଙ୍ଗୀତ ଗାନ କର ।
ବୁଗିନ‍ ସୁରତେ ଦୁରେଂ ଦୁରେଙ୍ଗେପେ ।


logo