logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଝଗଡା
ଏପେରାଂ
ବେଳେବେଳେ ପିଲାଏ ପରସ୍ପର ଝଗଡା କରନ୍ତି ।
ମିସେମିସେ ହନକ ଆକଆକକ ଏପେରାଙ୍ଗା ।

ଝଡ
ହୟଗାମା
ଗତ ଝଡ ବର୍ଷାରେ ବର ଗଛଟି ଉପୁଡି ଗଲା ।
ସେନଅଜାନା ହୟଗାମାରେ ବାଇଦାରୁ ରୁବ୍‍ଜାନା ।

ଝଡବର୍ଷା
ଜାପୁଡଗାମା
ଝଡବର୍ଷା ଅନେକ ଦିନ ଯାଏ ଲାଗି ରହେ ।
ଜାପୁଡଗାମା ଏସୁଦିନସାନ୍ତେ ତାଇନେ ।

ଝଡୁଛି
ଇୟୁତାନା
ଟିକିଏ ପବନ ହେଲେ ପାଚିଲା ଆମ୍ବ ଝଡୁଛି ।
ଜକାୟ ହୟ କେଏରେ ମାତା ଉଲି ଇୟୁଉ ତାନା ।

ଝରକା
କିଳକି
ରାତିରେ ଝରକା ବନ୍ଦ କରି ରଖ ।
ନିଦେ କିଳକି ବନ୍ଦତାଆପେ ।

ଝରଝର
ଝରଝର
ପର୍ବତରେ ବର୍ଷା ଝରଝର ଶବ୍ଦ ହେଉଛି ।
ବୁରୁରେୟାଃ ଗାମା ଝରଝର ତାନା ଶାଳିତାନା ।

ଝରଣା
ଲହର
ଝରଣାଟିଏ କୁଳୁକୁଳୁ ହୋଇ ବୋହି ଯାଉଛି ।
ଲହର କୁଳୁକୁଳୁ ତାନ୍‍ ହାଳିତାନା ।

ଝଲକ
ଝଲକାଅ
ଇନ୍ଦ୍ରଧନୁର ଝଲକ ଅତ୍ୟନ୍ତ ମନଲୋଭା ।
ରୁଲ୍‍ବିଙ୍ଗ ଅଙ୍ଗରେୟାଃ ଝଲକାଅ ଏସୁ ବୁଗିନେ ।

ଝଲମଲ
ଜିଲେବଜଲବ
ପାଣିରେ ସୂର୍ଯ୍ୟ କିରଣ ଝଲମଲ ହୋଇ ଦିଶୁଛି ।
ଦାଆରେ ସିଙ୍ଗିମାସକାଲ‍ ଜିଲେବ୍‍ଜଲବ ନେଲଆ ।

ଝାଉଁଳିବା
ଗସୱା
ସଂଧ୍ୟ୍ୟାହେଲେ ଚାକୁଣ୍ଡା ପତ୍ର ଝାଉଁଳିବା ଆରମ୍ଭ କରେ ।
ଆୟୁବ୍‍ ଜାନରେ ଚାକୁଣ୍ଡା ପାତାଅ ଗସନା ।


logo