logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ତଟକା
ରୁକା
ତଟକା ଫଳ ଖାଅ ।
ରୁକା ଜଅକ ଜମେପେ ।

ତଡା
ତଡା
ଛୋଟ ପିଲାଟି ତଡାରେ ଠିଆ ହୋଇଛି ।
ହୁଳିଂ ହନ ତଡାରେ ତିଙ୍ଗୁଏ କାନା ।

ତଣ୍ଟି
ହଟଅ
ତାଙ୍କ ତଣ୍ଟିରେ ଥରେ ମାଛ କଣ୍ଟା ଲାଗିଥିଲା ।
ଆୟାଆ ହଟଅରେ ମିସେ ହାଇଜାନୁମ ରେବେଡ୍‍ ଲେନା ।

ତତ୍ତ୍ୱାବଧାନ
ଯତନ
ପିତାମାତା ସନ୍ତାନର ତତ୍ତ୍ୱାବଧାନ କରନ୍ତି ।
ଏଙ୍ଗା ଆପୁ ହନକୱା ଯତନକି ଇଡେୟା ।

ତନ୍ତ
ତନ୍ତ
ତନ୍ତରେ ଲୁଗା ବୁଣାଯାଏ ।
ତନ୍ତତେ ଲିଜେଏ ଢେଙ୍ଗାୱାଁ ।

ତମତମ
ଟମଟମ୍‍
ସେ ରାଗରେ ତମତମ ହୋଇ ଚାଲିଗଲା ।
ଆଏ କୁରକୁରତେ ଟମ୍‍ ଟମ୍‍ କାଡତେଏ ସେନଅଜାନା ।

ତରତର
ତନ୍ଦରା
ବାପା ତରତର ହୋଇ ଅଫିସ ଗଲେ ।
ଆପୁଞ୍ଜ ତନ୍ଦରା ଜାନ୍ତେ ଅଫିସ ସେନଅଜାନା ।

ତରଳ
ଦାଆତେୟା
ତରଳ ପଦାର୍ଥକୁ ଲିଟରରେ ମପାଯାଏ ।
ଦାଆ ଜିନିଷକ ଲିଟରତେକ ସଂଙ୍ଗିଆଁ ।

ତରାଟି
ଦାରୁ
ସେ ମୋତେ ଆଖି ତରାଟି ଚାହିଁଲା ।
ଆଏଃ ଆଞ୍ଜକେ ମେଡ୍‍ରାପିଡ କଏତେଏ ନେଲକିଡିଞ୍ଜେ ।

ତରୁ
ଦାରୁ
ଜଙ୍ଗଲରେ ବିଭିନ୍ନ ତରୁଲତା ଥାଆନ୍ତି ।
ବୁରୁରେ ଏସୁ ଦାରୁ ନାଇଁକ ତାଇନେ ।


logo