logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଟକିଆ
ଟାକାତେୟା
ଆଜିକାଲି ଏକ ଟକିଆ ନୋଟ ଦେଖାଯାଉ ନାହିଁ ।
ନାଆବାରସିଂ ମିଡ୍‍ ଟାକାତେୟା ଲୋଟ କାହା ନେଲୱା ।

ଟଙ୍କା
ଟାକା
ଟଙ୍କା ପଇସା ଦେଇ ଆମେ ଜିନିଷ କିଣୁ ।
ଟାକା ପଇସା ଏମ୍‍କାତେ ଆଲେ ଜିନିଷଲେ କିରିଙ୍ଗେଆ ।

ଟାଙ୍ଗରା
ଚାଳା
ଆମ ଅଜାଟି ମୁଣ୍ଡ ଟାଙ୍ଗରା ହୋଉଛି ।
ଆଲେୟାଆ ତାତାଆ ବଅଃ ଚାଳା ଜାନା ।

ଟାଙ୍ଗି
ହାକା
ମୁଁ ଅଲଗୁଣାରେ ସାର୍ଟ ଟାଙ୍ଗି ରଖେ ।
ଆଞ୍ଜ ଲିଜେଏହାକାତେୟାରେ ସୁତୁଇଞ୍ଜ ହାକାତାଆ ।

ଟିକସ
ମାଲଗୁଜାରି
ଲୋକମାନେ ସରକାରଙ୍କୁ ଟିକସ ଦିଅନ୍ତି ।
ହୋକ ସରକାରକେ ମାଲଗୁଜାରିକ ଏମାୟେ ।

ଟିକି
ହୁଳିଂ
ଟିକି ପିଲାଟି ଗୁରୁଣ୍ଡୁଛି ।
ହୁଳିଂ ହନ୍‍ ଉମ୍ବାଆନା ତାନାଏ ।

ଟିକିଲି
ଟିକିଲି
ମହିଳାମାନେ ମୁହଁରେ ଟିକିଲି ଛାପି ରଖନ୍ତି ।
ଏରାକା ସାମାଂରେ ଟିକିଲିକ ଜିଏଏଃ ତାଆଃ ।

ଟୋକନ୍‍
ଟୋକନ୍‍
ଟୋକନ୍‍ ଦେଇ ଷ୍ଟାଣ୍ଡରେ ସାଇକଲ ରଖାଯାଏ ।
ଟୋକନ୍‍ ଏମକେଏତେ ଷ୍ଟାଣ୍ଡରେ ସାଇକେଲକ ଏମେଆ ।

ଟୋକେଇ
କାନଚି
କୃଷକ ଟୋକେଇରେ ପରିବା ବହି ହାଟକୁ ନିଏ ।
ଚାଷୀ କାନ୍‍ଚିରେ ସବଜୀ ଗଅକାତେ ହାଟତେଏ ଇଡେଆ ।

ଟୋପି
ଟୁପି
ଖାରଦିନେ ଟୋପି ପିନ୍ଧି ପଦାକୁ ବାହାରନ୍ତୁ ।
ଜେଟେସିଙ୍ଗି ଟୁପିଏକାନ୍ତେ ଯଆପାଆ ଅଣ୍ଡଙ୍ଗପେ ।


logo