logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଡଉଲଡାଉଲ
ମୁଟାସୁଟା
ପିଲାଟି ଡଉଲଡାଉଲ ଦେଖାଯାଉଛି ।
ହନ‍ ମୁଟାସୁଟା ତାନେଏ ନେଲଅତାନା ।

ଡଙ୍ଗା
ଡୁଙ୍ଗା
ଡଙ୍ଗା ନଈ ପାର କରାଯାଏ ।
ଡୁଙ୍ଗାତେ ଗାଳାକ ପାରମା ।

ଡଜନ
ଡଜନ
କଦଳୀ ଡଜନ କୋଡିଏ ଟଙ୍କା ।
କାଦାଲ୍‍ ଡଜନ ହିସି ଟାକା ।

ଡବା
ଡାବା
କ୍ଷୀର ଡବାରେ ରଖି ରପ୍ତାନୀ କରାଯାଏ ।
ତୱା ଡାବାରେ ଏମକାତେ କୁଲଅତାନା ।

ଡର
ବର
ବାଘ ଦେଖିଲେ ମୋତେ ଡର ଲାଗେ ।
କୁଲେ ନେଲକେଇରେ ଆଞ୍ଜବରୟାଞ୍ଜ ।

ଡରିବା
ବରୟାଃ
ଦୁଷ୍ଟ ମାନଙ୍କୁ ଡରିବା ଅନୁଚିତ ।
କାରାବ୍‍ ହୋକ ଆଲପେ ବରୱା କୱା ।

ଡାଇସ୍‍
ଗୁଟି
ଲୁଡୁ ଖେଳ ପାଇଁ ଡାଇସ୍‍ ଆବଶ୍ୟକ ।
ଲୁଡୁ ଇନୁଂ ଲାଗିଡ୍‍ ଗୁଟି ଦରକାର ।

ଡାକବାଲା
ଡାକବାଲା
ଡାକବାଲା ଆମକୁ ଚିଠି ଦେଇ ଯାଆନ୍ତି ।
ଡାକବାଲା ଆବୁକେ ଚିଠି ଏମାବୁଏ ।

ଡାକିବା
କେୟା
ମୁଁ ଭାଇକୁ ଡାକିବାକୁ ଗଲି ।
ଆଞ୍ଜ ବାଉଞ୍ଜ କେୟାଞ୍ଜ ସେନ୍‍ ଲେନାଃ ।

ଡାକ୍ତର
ଡାକ୍ତର
ଡାକ୍ତର ସମାଜକୁ ସ୍ୱାସ୍ଥ୍ୟ ସେବା ଦିଅନ୍ତି ।
ଦାକ୍ତର ସମାଜକେ ହମଅ ବୁଗିନ୍‍ ପାଇଟି ତେନେ ।


logo