logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଭଉଣୀ
ମିଶି
ରିତୁ ମୋର ସାନ ଭଉଣୀ ଅଟେ ।
ରିତୁ ଆଞ୍ଜଆ ହୋଳିଂ ମିଶିଏରା ।

ଭକତି
ମାନ
ପିତାମାତାଙ୍କୁ ଭକତି କରିବା ଉଚିତ୍‍ ।
ଏଙ୍ଗା ଆପୁକ ମାନ୍‍ ଏମାକତେୟା କାଜି ।

ଭକ୍ତମାନେ
ଚିଲା
ଭକ୍ତମାନେ ଈଶ୍ୱରଙ୍କଠାରେ ଆରାଧନା କରନ୍ତି ।
ଚିଲାକ ସିଙ୍ଗିବଙ୍ଗା ତାଆରେକ ଆର୍‍ଦାଶୟା ।

ଭଗ୍ନ
ରାପୁଡ
ଆମଦେଶର ପୁରାତନ କୀର୍ତ୍ତି ଭଗ୍ନାବସ୍ଥାରେ ରହିଛି ।
ଆବୁ ଦେଶୁମରେୟାଃ ପାପାରି କୀର୍ତ୍ତିକ ରାପୁଡ ଚାବାରେ ମେନାଃ ।

ଭରସା
ଆସାରା
ଆମେ ଈଶ୍ୱରଙ୍କ ଠାରେ ଭରସା ରଖିବା ଉଚିତ୍‍ ।
ଆବୁ ସିଙ୍ଗିବଙ୍ଗା ତାଆରେ ଆସାରାବୁ ତାଇନେ ।

ଭର୍ତ୍ସନା
ଭର୍ତ୍ସନା
ଅଦାଲତ ସରକାରଙ୍କୁ ଭର୍ତ୍ସନା କରିଥାଏ ।
ଅଦାଲତ ସରକାରକେଏ ଭର୍ତ୍ସନାୟେ ।

ଭଲ
ବୁଗିନ
କ୍ଲୋରୋକୁଇନ ଖାଇବାପରେ ମୋତେ ମ୍ୟାଲେରିଆ ଜ୍ୱର ଛାଡିଗଲା ।
କ୍ଲୋରକୁଇନ ଜମକେଡାଏତେ ମ୍ୟାଲେରିଆ ହାସୁଞ୍ଜ ବୁଗିନ ଜାନା ।

ଭଲ ପଡିଲା
ବୁଗିନଜାନା
ବ୍ୟାୟାମ ତାଙ୍କୁ ଭଲ ପଡିଲା ।
ବ୍ୟାୟାମ ଆଏ ଲାଗିଡ ବୁଗିନଜାନା ।

ଭଲ୍ଲୁକ
ବାଲୁ
ଭଲ୍ଲୁକ ଅତ୍ୟନ୍ତ ହିଂସ୍ର ଅଟେ ।
ବାଲୁ ଏସୁ ବରଆନ୍‍ ନିଇ ।

ଭଳିକି ଭଳି
ଏସୁ ରକମ
ଦୋକାନରେ ଭଳିକି ଭଳି କଣ୍ଢେଇ ଅଛି ।
ଦୁକାନରେ ଏସୁ ରକମ ପୁତଲି ମେନାଃକୱା ।


logo