logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଚଉକି
ଚଉକି
ପ୍ଲାଷ୍ଟିକ ସଉକି ଦେଖିବାକୁ ସୁନ୍ଦର ଲାଗେ ।
ପ୍ଲାଷଟିକ୍‍ ଚଉକି ନେଲତେ ବୁଗିନ ନେଲୱା ।

ଚକ
ଚାକା
ସାଇକେଲର ଦୁଇଟି ଚକ ଥାଏ ।
ସାଇକେଲରେୟାଃ ବାରିଏ ଚାକା ତାଇନେ ।

ଚକଟା
ସୁଇଡ
କୁମ୍ଭାର ଚକ୍ଟା ମାଟିରେ ହାଣ୍ଡି ଗଢେ ।
କୁଙ୍କେଲ‍ ସୁଇଡ ହାସାତେ ଚାଟୁ ବାଇୟେ ।

ଚକମକ
ଚକମକ
ଚକମକ ପଥର ଘସି ନିଆଁ ବାହାର କାରାଯାଏ ।
ଚକମକ ଦିରି କେ ଗସଅ କେଏତେ ସେଙ୍ଗେଲ କ ଅଣ୍ଡେଙ୍ଗଆ ।

ଚକି ପେଷା
ଚକି ଗୁଣ୍ଡେ
ଚକି ପେଷା ଅଟା ଶରୀର ପାଇଁ ଉପକାରୀ ।
ଚକି ଗୁଣ୍ଡେ ଆଟା ହମଅ ଲାଗିଡ ବୁଗିନ ।

ଚକିତ
ତାଜୁବ
ଦୁଃସାହସିକ କାର୍ଯ୍ୟ ଦେଖିଲେ ଚକିତ ଲାଗେ ।
ଏସୁ ବୁରସା ପାଇଟି ନେଲତେ ତାଜୁବ ଲାଗେ ।

ଚକୁଳି
ଦୁଲ୍‍ଲାଡ
ମୁଁ ଚକୁଳି ଖାଇ ପଢାରେ ବସେ ।
ଆଞ୍ଜ ଦୁଲ୍‍ଲାଡ ଜମ୍‍ କେଏ ତେଞ୍ଜ ପାଳାୱା ।

ଚକୋଲେଟ
ଚକଲେଟ
ପିଲାମାନେ ଚକଲେଟ ଭଲ ପାଆନ୍ତି ।
ହନକ୍‍ ଚକଲେଟ ଏସୁକ ସୁକୁୟେଏଃ ।

ଚଟଣି
ଚାଟନି
ଚଟଣି ଭୋଜନକୁ ରୁଚିକର କରେ ।
ଚାଟନି ଜମେ ତେୟାକେ ପାରେଏଃ ରୁଚେଅୟା ।

ଚଟା ପଟ
ସାଙ୍ଗେସାଙ୍ଗେ
ରବି ପ୍ରଶ୍ନ ଉତ୍ତର ଚଟାପଟ୍‍ ଦେଇଥାଏ ।
ରବି ପରଶନେରିୟା ସାଙ୍ଗେସାଙ୍ଗେ ଉତ୍ତରେଏ ଏମେୟା ।


logo