logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଲକ୍ଷଣ
ଉନୁରୁମ
ବେଳେ ବେଳେ ଆକାଶରେ ଅଦ୍ଭୁତ ଲକ୍ଷଣ ଦେଖାଯାଏ ।
ମିଶେ ମିଶେ ସିର୍ମାରେ ତାନ୍‍ ଗାନ୍‍ ଉନୁରୁମ ନେଲଆ ।

ଲକ୍ଷ୍ୟ
ଉଳୁଉମୁଲି
ଶିକ୍ଷକ ହେବାପାଇଁ ମୋର ଲକ୍ଷ୍ୟ ରହିଛି ।
ମାଷ୍ଟରେନ ତେୟା ଆଞ୍ଜଆ ଉଳୁଉ ମୁଲିଦଃ ।

ଲଙ୍କା
ମାରଚି
ନାଲି ଲଙ୍କା ଅଧିକ ରାଗ ହୁଏ ।
ଆରାଆ ମାର୍‍ଚି ପୁରେଏ ରାଆଗୁଆ ।

ଲଟା
ଜୁମ୍ବେଏ
ଘର ଚାରି ପାଖେ ଲଟା ବୁଦା ସଫା କର ।
ଅୱା କୁଟିମୁଲି ଜୁମ୍ବେଏକ ସାଫାଏପେ ।

ଲଢେଇ
ଲାଳାଇ
ବିନା ଅସ୍ତ୍ରରେ ନିର୍ବାଚନ ଲଢେଇ ହୁଏ ।
ବିନେ ହାତିଆରରେ ଭୋଟ ଲାଳାଇ ହବାନା ।

ଲତା
ନାଇ
କଖାରୁ ଲତା ରଞ୍ଜାରେ ମାଡି ଯାଇଛି ।
କାକାରୁ ନାଇ ରାଞ୍ଜରେ ନାୟେକାନା ।

ଲମ୍ଫ
ଉଇ
ମାଙ୍କଡଟି ଲମ୍ଫ ଦେଇ ଦୌଡିଗଲା ।
ସାରାଆ ଉଇ ଜାନ୍ତେଏ ନିରଜାନା ।

ଲମ୍ବା
ଜିଲିଂ
ଭୋଟ ଦେବାକୁ ଲୋକ ଲମ୍ବା ଲାଇନରେ ଠିଆ ହୋଇଛନ୍ତି ।
ଭୋଟ ଏମଲାଗିଡ୍‍ ହ'କ ଜିଲିଂ ଦାଆଳିରେକ ତିଙ୍ଗୁଆ କାନା ।

ଲାଗିବ
ଲାଗାୱା
ଘର ତିଆରି ପାଇଁ ୨୦ ହଜାର ଟଙ୍କା ଲାଗିବ ।
ଅୱା ବାଇଲାଗୋଡ୍‍ ୨୦ ହଜାର ଟାକା ଲାଗାୱା ।

ଲାଜ
ଜିୟୁଉ
ନୂଆ ବୋହୁକୁ ମୁହଁ ଦେଖାଇବା ମୋତେ ଲାଜ ଲାଗେ ।
ନାମା କିମିନ ଚେହେରା ନେଲ୍‍ଇଚିନ ଆଞ୍ଜ ଗିୟୁଉଞ୍ଜେ ।


logo