logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଆକାଶ
ରିମିଲ
ନୀଳ ଆକାଶ ସୁନ୍ଦର ଦେଖାଯାଏ ।
ନିଲ ରିମିଲ ଚିମିନ୍‍ ସୁନ୍ଦର ନେଲୱା ।

ଆଖି
ମେଡ୍‍
ଆମେ ଆଖିର ଯତ୍ନ ନେବା ଉଚିତ ।
ଆବୁ ମେଡ୍‍ ରେୟାଃ ଯତନବୁ ଇଡେତେୟା କାଜି ।

ଆଖିରେ ପଡିବା
ନେଲାମ୍‍
ଯାଉ ଯାଉ ସାପ ଉପରେ ମୋର ଆଖି ପଡିଲା ।
ସେନଅସେନଅତେ ଆଞ୍ଜଃମେଡ୍‍ ବିଙ୍ଗ ଚିତାନରେ ଟଅଜାନା ।

ଆଖିରେ ରଖିବା
ସାବିନ୍‍ଇମିତେନେଲ୍‍
ପିତା ମାତା ନିଜ ପିଲାଙ୍କୁ ଆଖିରେ ରଖିବା ଉଚିତ ।
ଇଙ୍ଗାଆପୁ ହନ୍‍କକେ ସାବିନ୍‍ଇମିତେ ନେଲକ ତେୟାଃକାଜି ।

ଆଖଡ଼ାଘର
ଆଖଡ଼ାଅଆଃ
ପୂର୍ବକାଳରେ ଆଖଡ଼ାଘରେ ବର୍ତ୍ତମାନ ଆଉ ନାହିଁ ।
ସେଦା୍ୟ ଲେକା ଆଖଡ଼ାଅଆଃ ନାଆଃ ବାନଃଆ ।

ଆଗ
ଆୟାର
ଆଗ ଧାଡିରେ ବସିଲେ ଶିକ୍ଷାଦାନ ଭଲ ଶୁଭେ ।
ଆୟାର ଦାଳିରେ ଦୁବରେ ପାଳାଅ ବୁଗିଲେକା ଆୟୁମୱା ।

ଆଗ୍ରହ
ସାନାଂ
ପାଠାପଢା ସହିତ କ୍ରୀଡାରେ ଆଗ୍ରହ ରଖିଥାଅ ।
ପାଳାଆ ଲଅତେ ଇନୁଂଗ ରେୟାଃ ସାନାଂ ଜଗାଅଏପେ ।

ଆଗ୍ରହୀ
ସାନାଂ
ପିଲାମାନେ ପାଠପଢାରେ ଆଧିକ ଆଗ୍ରହୀ ହେବା ଉଚିତ ।
ହନକ ପାଳାଅରେ ପୁରେଃସାନାଂ ତାଇନ୍‍ କାଜି ।

ଆଙ୍କିବା
ବାଇ
ଚିତ୍ର ଆଙ୍କିବା ଅଭ୍ୟାସ କର ।
ଚିତ୍ର ବାଇ ସେବେନ ତେୟାଃକାଜି ।

ଆଙ୍କୁଡି
ବାନାକାଉ
ଆଙ୍କୁଡି ସାହାଯ୍ୟ ରେ ଆମ୍ବ ତୋଳାଯାଏ ।
ବାନାକୁଉତେ ଉଲିକ ଇୟୁଉୟେ ।


logo