logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅଁଳା
ମେରେଲ୍‍
ଅଁଳାତେଲ କେଶକୁ ଭଲ ।
ମେରେଲ‍ ଶୁନୁମ ବାଲେ ଲାଗିଡ୍‍ ବୁଗିନେ ।

ଅକଲ
ସେୟାଁ
ବଣରେ ବାଘ ଦେଖି ମୋର ଆକଲ ହଜିଗଲା ।
ବୁରୁରେ କୁଲେ ନେଲତେ ଆଞ୍ଜାଆ ସେୟାଁ ଆଡ୍‍ଜାନା ।

ଅକଲ ଗୁଡୁମ
ଆକାବାକା
ମୃତ୍ୟୁ ଖବର ପାଇ ମୋର ଅକଲ ଗୁଡୁମ ହେଲା ।
ଗନଏ ଖବର ଆୟୁମତେ ଆଞ୍ଜ ଆକାବାକାଜାନୀ ।

ଅକାଳ
ଚୁଇଲେଗା
ମଦ୍ୟପାନ ଯୋଗୁ ତାଙ୍କର ଅକାଳ ମୃତ୍ୟୁ ହେଲା ।
ବୁଲଅତେୟାଃ ନୁଉତେ ଆଏଃ ଚୁଇଲେଗେ ଗଏଃହାନା ।

ଅକ୍ଷର
ଅନଲ୍‍
ତୁମର ଅକ୍ଷର ବହୁତ ସୁନ୍ଦର ଅଟେ ।
ଆମାଆ ଅନଲ୍‍ ଏସୁ ବୁଗେନେ ।

ଅଙ୍କନ
ଅଙ୍କା
ଗୋଟିଏ କାଉର ଛବି ଅଙ୍କନ କର ।
ମିଏଡ୍‍ କାଆ ପଟ ଅଙ୍କାଏ ପେ ।

ଅଜା
ତାତା
ଆମ ଅଜାଙ୍କ ନାମ ।
ଆଲେୟାଆ ତାତାଆ ନୁତୁମ ।

ଅଝଟ
ଗେଜେରା
ଅଝଟ କରିବା ମନ୍ଦ ଅଟ ।
ଗେଜେରା କାହା ବୁଗିନେ ।

ଅଞ୍ଚଳ
ଜାଗା
ଆମ ଅଞ୍ଚଳ ଜଙ୍ଗଲରେ ପୂର୍ଣ୍ଣ ।
ଆଲେ ଜାଗା ବୁରୁତେଗେ ପେରେୟା କାନା ।

ଅଟ୍ଟାଳିକା
ବାଙ୍ଗାଲା
ଧନୀକମାନେ ଅଟ୍ଟାଳିକାରେ ରହନ୍ତି ।
ମୁଣ୍ଡେତାନ୍‍କ ବାଙ୍ଗାଲା ରେକ ତାଇନେ ।


logo