logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଠାକୁର
ବଙ୍ଗା
ମନ୍ଦିରରେ ଠାକୁର ପୂଜା ପାଆନ୍ତି ।
ମନ୍ଦିରରେ ବଙ୍ଗା ସେବା ନାମେଆ ।

ଠାକୁରାଣୀ
ବଙ୍ଗାଏରା
ଅନେକ ମନ୍ଦିରରେ ଠାକୁରାଣୀ ପୂଜା ପାଆନ୍ତି ।
ଏସୁ ମନ୍ଦିରରେ ବଙ୍ଗାଏରା ବଙ୍ଗାଏ ନାମେତାନା ।

ଠାବ
ଚିରଗେଲ
ପୋଲିସ ଚୋରକୁ ଠାବ କରି ପାରିଲା ।
ପୋଲିସ କୁମ୍ବୁକେଏ ଚିରଗେଲ କିଇଏ ।

ଠିକଣା
ଠିକାନା
ବାପାଙ୍କର ଠିକଣା ଆମ ପାଖରେ ଅଛି ।
ବାବୁଆଃ ଠିକାନା ଆଲେତାଃଆରେ ମେନାଃଆ ।

ଠିକ୍‍
ଠିକ୍‍
ରବି ଜାହା କରଛନ୍ତି ତାହା ଠିକ୍‍ ଅଟେ ।
ରବି ଅକନାଏ କାଜିତାଡା ଏନା ଠିକ୍‍ ।

ଠିକ୍‍ଠିକ୍‍
ଠକ୍‍ଠିକ୍‍
ରୋଗ ବିଷୟରେ ଡାକ୍ତରଙ୍କୁ ଠିକ୍‍ଠିକ୍‍ କହ ।
ରୁଗା ବିଷୟରେ ଡାକ୍ତରକେ ଠିକ୍‍ଠିକ୍‍ କାଜିଏୟିମେ ।

ଠୁଳ
ହୁଣ୍ଡି
ବିଦେଶୀ ପକ୍ଷୀମାନେ ଶୀତଦିନେ ଚିଲିକାରେ ଠୁଳ ହୁଅନ୍ତି ।
ଏଟାଆ ଦେଶୁମଅଏକ ରାବାଙ୍ଗଦିନ ଚିଲିକାରେକହୁଣ୍ଡିନେ ।

ଠେକୁଆ
କୁଲେଇ
ଠେକୁଆ ଆଖି ମେଲି ଶୋଇଥାଏ ।
କୁଲେଇ ମେଡାକାଆତେଏ ଗିତିଏ ।

ଠେଲାପେଲା
ଉପୁଦୁର
କିରୋସିନ ପାଇଁ ଲୋକେ ଠେଲାପେଲା ହୁଅନ୍ତି ।
ହାସାସୁନୁମ ଲାଗିଡ୍‍ ହୋକ ଉପୁଦୁରେକ ।

ଠୋଠୋ
କାଆଃକାଥାଃ
ମୋତେ ଦେଖି ସୁନି ଠୋଠୋ ହସିଲା ।
ଅଞ୍ଜ ନେଲତେ ସୁନି କାଆଃକାଥାଃ ତନେଏ ଲାନ୍ଦାତାନା ।


logo