logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଖଜୁରୀ
କିଜିର
ଆମ ଗାଁରେ ଡେଙ୍ଗାଡେଙ୍ଗା ଖଜୁରୀ ଗଛ ଅଛି ।
ଆଲେ ହାତୁରେ ସାଲାଙ୍ଗି ସାଲାଙ୍ଗି କିଜିର ଦାରୁ ମେନାଃ ।

ଖଞ୍ଜଣି
ଖଞ୍ଜଣି
ଆଜିକାଲି ଖଞ୍ଜଣି ଗୀତ ଆଉ ଶୁଣିବାକୁ ମିଳୁନାହିଁ ।
ନାଆଂ ବାରସିଂ ଖଞ୍ଜଣି ଦୁରେଂ କାହା ଆୟୁମଅତାନା ।

ଖଞ୍ଜିବା
ଖୁଞ୍ଜାଅ
ଘଡିର ଯନ୍ତ୍ରାଂଶ ଖଞ୍ଜିବା ଜଟିଳ କାର୍ଯ୍ୟ ଅଟେ ।
ଘଡିରେୟା ସାମାନ୍‍ ଖୁଞ୍ଜାଅ ଏସୁ ମୁସକିଲ ପାଇଟି ।

ଖଡିକା
ଜନା
ଖଡିକାରେ ଗୁହାଳ ସଫା କରାଯାଏ ।
ଜନଅତେ ଗୁୱଁକ ସାଫାୟା ।

ଖଣ୍ଡଖଣ୍ଡ
କା'ଣ୍ଡା,କା'ଣ୍ଡା
ତେଲବୋତଲ ତଳେ ପଡି ଖଣ୍ଡଖଣ୍ଡ ହୋଇଗଲା ।
ଶୁନୁମ୍‌ ବୋତଲ ଇୟୁଉଜାନ୍ତେ କାଆଣ୍ଡା କାଅଣ୍ଡାଜାନା ।

ଖଦଡା
ହେଁ
ଗହମ ପେଶିବା ପରେ କିଛି ଖଦଡା ଅଂଶ ଥାଏ ।
ଗହମ ଗୁଣ୍ଡେକେ ତାୟାମ୍‍ ଚିମିନିଙ୍ଗେ ହେଁ ତାଇନେ ।

ଖନ୍ଦା
ଖାନ୍ଦା
ଭୋଜିବେଳେ ଖନ୍ଦାରେ ରୋଷେଇ କରାଯାଏ ।
ଭୋଜି ଇମିତେଙ୍ଗ ଖାନ୍ଦରେ ଇସିନ ବାସାଂ ହବାନା ।

ଖପରା
କେଚଅ
ହାଣ୍ଡିଭାଙ୍ଗିଲେ ଖପରା ହୋଇଯାଏ ।
ଚାଟୁ ରାପୁଡ୍‍ଜାନାରେ କେଚଅ ବାଇନେ ।

ଖବର
ଖବର
ଖବର କାଗଜ ସମାଜର ଦର୍ପଣ ଅଟେ ।
ଖବର କାଗଜ ସମାଜରେୟାଃ ନେପେଲତାନାଆ ।

ଖମ୍ବଆଳୁ
ହାତିମାଣ୍ଡା
ଖମ୍ବଆଳୁ ଏକ ଭଲ ପରିବା ଅଟେ ।
ହାତଇମାଣ୍ଡା ସାଙ୍ଗା ମିଏଡ୍‍ ବୁଗିନ୍‍ ସବଜୀ ।


logo