logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ବଂଶୀ
ରୁତୁ
ମୁଁ ଭଲରେ ବଂଶୀବାଦନ ଜାଣେ ।
ଆଞ୍ଜ ବୁଗିଲେକା ରୁତୁ ଶାଳିଞ୍ଜ ଆଦାନା ।

ବଇଦ
ରେଡ୍‍ବାଇନିଇ
ଗାଁ ବଇଦ ଛୋଟ ଛୋଟ ରୋଗର ଚିକିତ୍ସା କରିଥାନ୍ତି ।
ହାତୁରେ ରେଡ୍‍ ବାଇନିଇ ହୁଳିଂ ହୁଳିଂ ହାସୁରେୟାଃ ରେଡ୍‍ ବାଇୟେ ।

ବକଳ
ହାରାତାଆ
ଆଦିମ ମନୁଷ୍ୟ ଗଛର ବକଳ ପିନ୍ଧୁଥିଲା ।
ସିଦେମୁନୁ ହୋ'କ ହାର୍‍ତାଆତେକ ଲିଜେଏନ ତାଇକେନା ।

ବଗିଚା
ବାଗାନ୍‍
ସ୍କୁଲ ବଗିଚାରେ ଅନେକ ଫୁଲଗଛ ଅଛି ।
ଇସ୍କୁଲ୍‍ ବାଗାନରେ ଚିମିନ ବାହା'ଦାରୁକ ମେନାଃ ।

ବଙ୍କା
ବାଙ୍କା
ଗାଁକୁ ଗୋଟେ ଅଙ୍କାବଙ୍କା ରାସ୍ତା ଯାଇଛି ।
ହାତୁତେ ମିଏଡ ବାଙ୍କା ହୁରା ସେନାକାନା ।

ବଜାର
ହାଟ
ବଜାରରେ ପ୍ରତିଦିନ କିଣାବିକା ହୋଇଥାଏ ।
ହାଆଟରେ ସାବିଦିନ କିରିଙ୍ଗଆକାରିଙ୍ଗ ହବାନା ।

ବଜ୍ରକାପ୍ତା
ହାରୁମ
ବଜ୍ରକାପ୍ତାର କାତି ଖୁବ ଟାଣ ଅଟେ ।
ହାରୁମକୱା ସାରସାର୍‍ ଏସୁ କେଳେଆ ।

ବଞ୍ଚାଇବା
ଜିଇଡିଇ
ରୋଗୀକୁ ବଞ୍ଚାଇବା ଡାକ୍ତରଙ୍କ ପରମ କର୍ତ୍ତବ୍ୟ ।
ହାସୁତାନିଇ ଜିଇଡିଇ ତେୟାଃ ଡାକ୍ତରଆ ମାରାଂ ପାଇଟି ।

ବଞ୍ଚିବା
ଜିଇଡ୍‍
ଆମେ ବଞ୍ଚିବା ପାଇଁ ଖାଉ ।
ଆବୁ ଜିଇଡେନ୍‍ ଲାଗିଡବୁ ଜମେତାନା ।

ବଡ
ମାରାଙ୍ଗ
ମହାନଦୀ ଓଡ଼ିଶାର ବଡନଦୀ ଅଟେ ।
ଓଡିଶାରେୟା ମାରାଙ୍ଗ ଗାଳାଦଃ ମହାନଦୀ ।


logo