logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଉଇ
ନିଦିର
ଉଈ ବହିପତ୍ର ଖାଇଯାଏ ।
ନିଦିର ବହିଖାତା ଜମ୍‍ ଚାବାୟା ।

ଉଇକେଟ
ଉଇକେଟ
କ୍ରିକେଟର ଗୋଟିଏ ଦଳରେ ଏଗାରଟା ଉଇକେଟ୍‍ ଥାଏ ।
କ୍ରିକେଟରେୟା ମିଏଡ୍‍ ଦଳରେ ଗେଲମିଏଡ‍ ଉଇକେଟ ତାଇନେ ।

ଉକୁଣି
ସିକୁ
ଅପରିସ୍କାର ମୁଣ୍ଡରେ ଉକୁଣି ଜାତ ହୁଅନ୍ତି ।
ଅଜରା ବଅରେ ସିକକ ବାଇନେ ।

ଉଚିତ‍
ବୁଗିନ୍‍
ପିଲାମାନାଙ୍କୁ ଉଚିତ‍ ଶିକ୍ଷା ଦିଅନ୍ତୁ ।
ହନକ ବିନିନେଏ ଏତକପେ ।

ଉଚିତ‍
ବୁଗିନ୍‍କାତି
ପିଲାମାନେ ପତା ମାତାଙ୍କର ଆଜ୍ଞାବହ ହେବା ଉଚିତ ।
ହନ୍‍କ ଏଙ୍ଗାଆପୁ କୱାକାଜିରେ ଆଚୁନ୍‍ ତେୟା ବୁଗିନ୍‍ କାଜି ।

ଉଚ୍ଚ
ଚିତାନ୍
ଶାଗୁଣା ଖୁବ୍‍ ଉଚ୍ଚରେ ଉଡିପାରେ ।
ଗିଦି ଏସୁ ଚିତାନ୍‍ ରେଏ ଆପିର୍‍ଦାଇୟେ ।

ଉଚ୍ଚତା
ସାଲାଙ୍ଗି
ରକି ଉଚ୍ଚତାରେ ସବୁଠାରେ ଡେଙ୍ଗାପିଲା ଅଟେ ।
ରକି ସାଲାଙ୍ଗିରେ ସାବିନ୍‍ କୱାତେ ସାଲାଙ୍ଗି ହନ୍‍ ।

ଉଚ୍ଚଶ୍ୱର
କେଲେଏତେ କେଆ
ରମା ମୋତେ ଉଚ୍ଚସ୍ୱରରେ ଡାକିଲା ।
ରମା ଆଞ୍ଜକେ କେଳୀତେଏ କେୟାକିଡିଞ୍ଜେ ।

ଉଚ୍ଚାସାନ
ମାରାଂଦୁବତେୟା
ସମ୍ମାନୀୟ ଅତିଥିଙ୍କୁ ଉଚ୍ଚ ଆସନରେ ବସାଯାଏ ।
ମାନତାନ୍‍ କୁପୁଲକ୍‍ ମାରାଂ ଦୁନୁବ୍‍ ତେୟାରେକ ଦୁବ୍‍କୱା ।

ଉଠାଇ
ଉଟାଂ
ବେଳେ ବେଳେ ପବନ ଚାଳକୁ ଉଠାଇ ନିଏ ।
ମିସେ ମିସେ ହୟତେ ଦାଲା କାନାଆ ଉଟାଂ ଏଣ୍ଡାଆୟା ।


logo