logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଶକ୍ତି
ପେଏ
ଭାତ, ରୋଟି ଇତ୍ୟାଦିରୁ ଆମକୁ ଶକ୍ତି ମିଳେ ।
ମାଣ୍ଡି, ରୁଟି ଉମାନାୟେତେ ଆବୁ ପେଏ ନାମେୟା ।

ଶଙ୍ଖା
ଶାକମ୍‍
ଶଙ୍ଖାରୀ ଶଙ୍ଖା ସଜାଇ ରଖିଛି ।
ଶାକମ୍‍ ଆକାରିଙ୍ଗନିଇ ଶାକମକ୍‍ ସାଜୱତାଡାଏ ।

ଶଙ୍ଖି
ତାରାଲ
ଆମର ଗୋଟିଏ ଶଙ୍ଖି ବିଲେଇ ଅଛି ।
ଆଲେୟା ମିଏଡ ତାରାଲଲିକାନ ବିଲେଇ ମିନାଇ ।

ଶତକ
ଶତକ
ଶହେରେ ଏକ ଶତକ ସ୍ଥାନରେ ଥାଏ ।
ଶହେରେ ଏକ ଶତକ ଜାଗାରେ ସେନାଃ ।

ଶବ୍ଦ
ଶାଳି
ରାତିରେ ଶବ୍ଦ ଅଧିକ ଦୂରକୁ ଯାଇପାରେ ।
ନିଦେ ଶାଳି ଇସୁ ସାନିଂ ସନ୍ତେ ସେନଅଦାୟିୟେ/ଅୟୁମୁଆ ।

ଶର
ଶାର୍‍
ଆଗ କାଳରେ ଧନୁ ଧରି ଯୁଦ୍ଧ କରୁଥିଲେ ।
ସିଦେମୁନୁ ଆ-ଆ ଶାରତେ ଲାଳାର ତୁୟିଜ୍ଞନାକ ।

ଶରଣ
ୱାଆ
ଗରୀବ ଲୋକ ଧନୀଠାରୁ ଶରଣ ନିଅନ୍ତି ।
ଗରୀବ ଲୋକ ନାୟିକି ୱାଆରେ ତାୟିନେକ ।

ଶରଧା
ମାନ୍‍ ତାନ୍‍
ମହାତ୍ମାଗାନ୍ଧିଙ୍କୁ ଆମେ ଶରଧାରେ ବାପୁ ଡାକୁଥିଲୁ ।
ମହାତ୍ମାଗାନ୍ଧିକେ ମାନତାନଲିକାତେ ବାପୁଙ୍କ ମେନ୍ତେକ କେୟାଇତାଇକେନା ।

ଶରୀର
ହମଅ
ସୁସ୍ଥ ଶରୀର ସୁସ୍ଥ ମନ ।
ବୁଗିନ ହମଅ ବୁଗିନ ମନ ।

ଶର୍ଦ୍ଦି
ମନ୍ଦା
ରାନ୍ଦାଏକେ ଗତ କାଲିଠାରୁ ଶର୍ଦ୍ଦି ଜ୍ୱର ଧରିଛି ।
ରାନ୍ଦାଏକେ ହଲାତାୟେତେ ମନ୍ଦାହାସୁ ନାମତାୟିଏ ।


logo