logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ହଂସ
କଡ଼
ହଂସ ଉଭୟଚର ପ୍ରାଣୀ ଅଟେ ।
କଡ଼ ଦାଆ ଅଣ୍ଡଃ ଢିପେରେ ଆତିଙ୍ଗ ଚେଣେ/ଅୟେ ତାନା ।

ହଜମ
ହଜମ
ବୃଦ୍ଧ ହେଲେ ହଜମ ଶକ୍ତି କମିଯାଏ ।
ବୁଳେ ଜାନରେ ହଜମ ପେଏ କମେନା ।

ହଟାଇ
ଆତମଳେଏତେ
ରବି ଲୋକଙ୍କୁ ହଟାଇ ଆଗକୁ ଦଉଡି ଗଲା ।
ରବି ହୋକ ଆତମଳେଏତେ ଆୟାରତେ ନିରକିଡା ।

ହଣ୍ଡା
ହାଣ୍ଡା
ପିତଳ ହଣ୍ଡାରେ ମାଂସ ଭଲ ସିଝେ ।
ପିତେଲ ହାଣ୍ଡାରେ ଜିଲୁ ବୁଗିତେ ଇସିନେନା ।

ହତା
ରାଚା
ବିଦ୍ୟାଳୟ ହତା ପରିଷ୍କାର ରଖ ।
ଇସ୍କୁଲରିୟା ରାଚା ପାରଚିଗେ ଯୋଗାୟଗେ ରିକେକୟପେ ।

ହତ୍ୟା କରିବା
ଗୟେ
ନର ହତ୍ୟା କରିବା ମହାପାପ ଅଟେ ।
ହ ଗୟେ ଇସୁମାରାଂ ପାଆପ ତାନା ।

ହରଣ
ଭାଗାଆ
କ୍ରମିକ ବିୟୋଗକୁ ହରଣ କୁହାଯାଏ ।
ଲାଗାତାର କାଟାଅ କେ ଭାଆଗାକ ମିତାଆ ।

ହରିଣ
ସିଲିବକ
ଆମ ଜଙ୍ଗଲରୁ ହରିଣ ବଂଶ ଲୋପ ପାଇଛି ।
ଆଲେ ବୁରୁୟେତେ ସିଲିବ ବଂଶକ ମୁଚେଡୟାନାକ ।

ହଲାଇ
ରୁକୁ
ପିରୁ ଡାଳ ହଲାଇ ଆମ୍ବ ଝଡାଇଲା ।
ପିରୁ କତ ରୁକୁୟେତେ ଉଲି ନୁର/ଇୟୁକିଡା ।

ହଳଦିଆ
ସାସାଙ୍ଗ
ଜହ୍ନି ଫୁଲର ରଙ୍ଗ ହଳଦିଆ ।
ଜିନି ବାଆ ସାସାଙ୍ଗ ଗିୟା ।


logo