logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ପକ୍ଷୀ
ଅୟେଃ
ପକ୍ଷୀମାନେ ବୁଣନ୍ତି ନାହିଁ କିମ୍ବା କାଟନ୍ତି ନାହିଁ ।
ଅୟେକ କାକ ହେରେୟା ଚି କାକ ଇରିୟା ।

ପଗଡି
ବେନ୍‍ଟା
ଶିଖ ଲୋକ ମୁଣ୍ଡରେ ପଗଡି ବାନ୍ଧନ୍ତି ।
ପାଞ୍ଜାବୀ ହ କ ବଅଃ ରେକ ବେଣ୍ଟାନା ।

ପଙ୍କ
ବୁଦାର ଲସଡ୍‍
ଘୁଷୁରୀ ପଙ୍କରେ ଲୋଟେ ।
ଶୁକୁରି ବୁଦାର ଲସତରେଏଃ କାଟିନେ ।

ପଙ୍ଖା
ପାଙ୍କା
ଲୋକମାନେ ପଙ୍ଖା ଚଳାଇ ଗରମରୁ ରକ୍ଷା ପାଆନ୍ତି ।
ହକ ପାଙ୍କା ଚାଲାଅ କେଏତେ ଲଲଥାଏତେକ ବାଛାଅନା ।

ପଚରାପଚରି
କୁଲିବିୟୁର
ଚୋର ଧରିବା ପାଇଁ ପୋଲିସ ପଚରାପଚରି କରନ୍ତି ।
କୁମ୍ବୁଉ ସାବ୍‍ ଲାଗିଡ୍‍ ପୋଲିସ କୁଲବିୟୁରେଏଃ ।

ପଚାରି
କୁଲି
ଆବୁଝା ବିଷୟ ଶିକ୍ଷକଙ୍କୁ ପଚାରି ବୁଝ ।
କାହା ଏତଏ ବିଷୟ ମାଷ୍ଟରକେ କୁଲି ମୁଣ୍ଡିରପେ ।

ପଚାସଢା
ସୁୟା
ପଚାସଢା ଖାଦ୍ୟ ଶରୀର କ୍ଷତିକାରକ ।
ସୁୟାତାନ୍‍ ଜମାଆ ହମଅ କାରାବେୟା ।

ପଚିବା
ସୟା
ଯତ୍ନ ନକଲେ ପରିବା ପଚିବା ଆରମ୍ଭ କରେ ।
କାହା ଜତନେରେ ସବଜି ସୟାଅଆ ।

ପଚ୍‍ ପଚ୍‍
ଜେବେଏ ଜେବେଏ
ବର୍ଷାଦିନେ ମାଟି ରାସ୍ତା ପଚ୍‍ ପଚ୍‍ ହୁଏ ।
ଗାମାଦିନ ହରା ଜେବେଏ ଜେବେଏନା ।

ପଛକୁ
ଚାନାବତେ
ଗାଈଗୋରୁ ପଛକୁ ଚାଲି ପାରନ୍ତି ନାହିଁ ।
ଉରିଇମେରମ୍‍କ ଚାନାବତେ କାକ ସେନ ଏତୟା ।


logo