logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଏଇଠି
ନେନତାଆ
ଏଇଠି ବସି ମୁଁ ନିତି ବହି ପଢେ ।
ନେନ୍‍ତାଆରେ ଦୁବେକାନ୍ତେ ଆଞ୍ଜଜାଅ କିତେବେଞ୍ଜ ପାଳାୱା ।

ଏକ
ମିଏଡ‍
କୁକୁର ଏକ ବିଶେଷ ପ୍ରାଣୀ ଅଟେ ।
ସେତା ମିଏଡ୍‍ ବିଶେଷ ଜାନୁଆର ତାନାଆ ।

ଏକକ
ହିସେବ
ମିଟର ଦୂରତା ମାପିବାର ଏକକ ଆଟେ ।
ମିଟର ସାନିଂ ନାପାଅତେୟା ହିସେବ ତାନାଆ ।

ଏକଜୁଟ୍‍
ଏକଜୁଟ୍‍
ଗାଁ ଲୋକେ ଏକଜୁଟ ହୋଇ ରାସ୍ତା ମରାମତି କଲେ ।
ହାତୁ ହୋକ ଏକଜୁଟ୍‌ ଜାନ୍ତେ ସଳପକ ବାଇକେଡା ।

ଏକଟଙ୍କିଆ
ମିଡ୍‍ଟାକାଲଟ୍‍
ଆଜିକାଲି ଏକଟଙ୍କିଆ ନୋଟ ଦେଖାଯାଉ ନାହିଁ ।
ନାଆବାରସିଂ ମିଡଟାକାଲ୍ଟ କାହା ନେଲୱା ।

ଏକତା
ଏକଜୁଟ୍‍
ଏକତା ହିଁ ବଳ ଅଟେ ।
ଏକଜୁଟ୍‍ ଗେ ପେଏଃ ।

ଏକଦଶ
ଗେଲ୍‍
ମୁଁ ଏକଦଶବାର ଚିଲିକା ଦେଖିଛି ।
ଆଞ୍ଜ ଗେଲ୍‍ ଦାଣା ଚିଲିକାଞ୍ଜ ନେଲ୍‍ତାଡା ।

ଏକପ୍ରକାର
ମିଡଗେତେୟା
ସୌନିକମାନେ ଏକପ୍ରକାର ପୋଷକ ପିନ୍ଧନ୍ତି ।
ସାଇନିକକ ମିଡ୍‍ଗିନ୍‍ ତେୟାକ ଶୁତୁଲ ପେଣ୍ଟେନା ।

ଏକଲା
ଏସକାର
ଆମ ଗ୍ରାମରୁ ମୁଁ ଏକଲା କଲେଜ ଯାଏ ।
ଆଲେ ହାତୁଏତେ ଆଞ୍ଜ ଏସ‍କାର୍‍ କଲେଜଞ୍ଜ ସେନୱା ।

ଏକାଠି
ମିଡ୍‍ ତାଆରେ
ପରିବାରରେ ସମସ୍ତେ ଏକାଠି ରହନ୍ତି ।
ପରିବାରରେ ସାବିନ୍‍ ମିଡ୍‍ ତାଆରେକ ତାଇନେ ।


logo