logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ସଂକଳ୍ପ
ସାନାଂ
ଦେଶ ସେବା ପାଇଁ ଆମେ ସଂକଳ୍ପ କରିଛୁ ।
ଦିଶୁମ ସିବାଶାଲ ଲାଗିଡ ସାବିନକ ସାନାଂ ଇଡିତେୟା କାଜି ।

ସଂଗୀତ
ଦଉରେଂ
ସଂଗୀତ ମୋର ଅତି ପ୍ରିୟ ଅଟେ ।
ଦୁରେଂ ଆଞ୍ଜା ସାବିକୁୟାତେ ପୁରେଏ ସାନାଂ ।

ସଂଗୃହିତ
ହୁଣ୍ଡି
ଆମ ଶ୍ରେଣୀରେ ପୁରୁଣା ପାଠ ସଂଗୃହିତ ହେଲା ।
ଆଲେ ଶ୍ରେଣୀରିୟା ପାପାରି କିତେବକ ହୁଣ୍ଡିଲିଡାଲେ ।

ସଂଗ୍ରହ
ହୁଣ୍ଡି
ମୁଁ ନେତା ମାନଙ୍କର ଛବି ସଂଗ୍ରହ କରି ରଖେ ।
ଆଞ୍ଜ ନେତାକୁଆ ଫଟ ହୁଣ୍ଡିଏଞ୍ଜ ।

ସଂଗ୍ରାମ
ଲାଳାୟି
ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କର ।
ବୁଗିନ ପାଇଟି ଲାଗିଡ ଲାଳାଇତିୟା କାଜି ।

ସଂଗ୍ରାମୀ
ଲାଳାୟି-ସିପାଇ
ଭଗତ ସିଂ ଜଣେ ସଂଗ୍ରାମୀ ଯୁବା ଥିଲେ ।
ଭଗତ ସିଂ ମିଣ୍ଡ ସେପେଡ ଲାଳାଇ ସିପାଇ ।

ସଂପଦ
ସଂପଦ
ସଂପଦ ବେଳେ ବହୁ ସଖା ହୁଅନ୍ତି ।
ସଂପଦ ମିନାଆ ରେଦ ସାବିନ ଜୁଳିନେକ ।

ସଂରକ୍ଷଣ
ରିକେ
ବାଳିକାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି ।
କୁଇହନକ ଲାଗିଡ ଜାଗାଆ ରିକେକେନେ ।

ସଉକି
ରାଆଁସାତେ
ରମା ସଉକିରେ ସୁନ୍ଦର ଯୋଡା ବାନ୍ଧିଛି ।
ରମା ରାଆଁସାତେ ବୁଗିନ ଯୋତା ତୁସିଙ୍ଗତେଡେ/ହରଅତାଡା ।

ସକାଳ
ସିତାଆ
ସକାଳ ହେଲେ ଲୋକେ କାମକୁ ବାହାରନ୍ତି ।
ସିତାଆଜାନରେ ହୋକ ପାଇଟିତେକ ସେନୁଆ ।


logo