logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଧଇଁସଇଁ
ଡେଲେଡେପେ
ଲୋକଟି ଧଇଁସଇଁ ହୋଇ ଘରେ ପହଞ୍ଚିଲା ।
ହ ଡେଲେଡେପେ ତାନ୍‍ ଅୱାରେଏ ବେଟାକେଡା ।

ଧନୁଶର
ଆଃଶାର୍‍
ଶବରମାନେ ଧନୁଶର ଧରି ଯାଆ ଆସ କରନ୍ତି ।
ଶବରକ ଆଃଶାର ସାବକେତେକ ହୁଜୁଉସେନଆଁ ।

ଧନ୍ଦା
ପାଇଟି
ସ୍କୁଲମାନଙ୍କରେ ଧନ୍ଦାମୂଳକ ଶିକ୍ଷା ଦେବା ଉଚିତ ।
ଇସ୍‍କୁଲରେ ପାଇଟି ଶିକାଅ ଦରକାର ।

ଧନ୍ୟ
ମୁଣ୍ଡେ
ଧନୀମାନେ ଗରିବଙ୍କ କଥା ବୁଝିବା ଉଚିତ ।
ମୁଣ୍ଡେକ ରେଙ୍ଗେଏକାୱା କାଜି ବୁଜାଅ ଦରକାର ।

ଧମନୀ
ଇମ
ଧମନୀରେ ପରିଷ୍କୃତ ରକ୍ତଯାଏ ।
ଇମ୍ରେ ପାର୍ଚି ମାୟାମ୍‍ ସେନାଆଁ ।

ଧରାଧରି
ସାପାବ୍‍
ପିଲାଏ ଧରାଧରି ହୋଇ ଖେଳନ୍ତି ।
ହନ୍‍କ ସାପାବ୍‍ କାନତେକ ଇନୁଂଆ ।

ଧରିବା
ସାବେୟା
ମାଛ ଧରିବା କେଉଟ ମାନଙ୍କର ବୃତ୍ତି ଅଟେ ।
ହାଇ ସାବ କେଉଟକଆଃ ପାଇଟି ତାନା ।

ଧଳା
ପୁଣ୍ଡି
ଟଗର ଫୁଲର ରଙ୍ଗ ଧଳା ।
ଟଗର ବାଆରେୟା ରଙ୍ଗ ପୁଣ୍ଡି ।

ଧାର
ଉଦେର
ଗାଁର ଲୋକେ ଧାରଉଧାର କରି ଚଳନ୍ତି ।
ହାତୁରେନ୍‍ ହଃକ କାଳିଉଦେର କେତେକ ଚାଲାୱନା ।

ଧିର
ସୁଏ
ଧିର ପାଣି ପଥର କାଟେ ।
ସିଏ ଦାଆ ଦିରିଇ ହାଡେୟା ।


logo