logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଓହ୍ଲାଇବା
ଆଆଙ୍ଗୁ
ସାବଧାନରେ ସାଇକଲରୁ ଓହ୍ଲାଇବା ଦରକାର ।
ହୁସିହାରତେ ସାଇକେଏଲତେ ଆଆଙ୍ଗୁନ୍‍ ଦରକାର ।

ଓଟ
ଉଟ
ଓଟ ମରୁଭୂମିର ଜାହାଜ ଅଟେ ।
ଉଟ ଗିତିଲରେନ୍‍ ଜାହାଜ ତାନିଇ ।

ଓସାରିଆ
ଓସାର
ଗାଁ ଗହଳିରେ ଓସାରିଆ ରାସ୍ତା ନଥାଏ ।
ହାତୁ ସଳପ ଉସାରଗେ କାହା ତାଇନା ।

ଓଷ୍ଠ
ଆ ' ଲୁଟି
କଥା କହିବାରେ ଓଷ୍ଠ ସାହାଯ୍ୟ କରେ ।
ଜାଗାର୍‍ ଲାଗିଡ୍‍ ଆ ' ଲୁଟି ଦେଙ୍ଗାତାନା ।

ଓଲଟାଇ
ପାଲ୍‍ଟି
ଘୂର୍ଣ୍ଣି ବାୟୁ ଘରର ଚାଳ ଓଲଟାଇ ଫିଙ୍ଗେ ।
ଦୁରଲସି ଅୱା ଦାଲାକାନାଆ ପାଲଟି କେଏତେଏ ଏଣ୍ଡାଆୟା ।

ଓଡିଶୀ
ଓଡିଶୀ
ଓଡିଶୀ ନୃତ୍ୟ ଦରବାରରେ ଆଦର ପାଉଛି ।
ଓଡିଶୀ ଶୁଶୂନ୍‍ ଗଟାଦିଶୁମରେକ ସୁକୁଏତାନା ।

ଓହଳି
ଡୁଙ୍ଗେ
ଯାନ ବାହାନରେ ଓହଳି ଯାତ୍ରା କରିବା ବିପଦପୂର୍ଣ୍ଣ ଅଟେ ।
ଗାଳିରେ ଡୁଙ୍ଗେ କାନ୍ତେ ସେନଅ ବରଗେୟାଃ ।

ଔଷଧ
ରେଡ୍‍
ଡାକ୍ତର ପରାମର୍ଶରେ ଔଷଧ ସେବନ ନିରାପଦ ଅଟେ ।
ଡାକ୍ତର ଉଦୁବ୍‍ତାଆ ରେଡ ଜମେରେ ବର କାନଆ ।

ଔଷଧ
ରେଡ୍‍
ଔଷଧ କିଣିବାପାଇଁ ଗରିବଲୋକଙ୍କଠାରେ ପଇସା ନଥାଏ ।
ରେଡ୍‍ କିରିଂ ଲାଗିଡ୍‍ ଗରିବ୍‍ ହୋକ ତାଆରେ ପଇସା କା ତାଇନେ ।

କଜିଆ
ଏପେରାଂ
ଶ୍ରେଣୀରେ କଜିଆ କର ନାହିଁ ।
ଶ୍ରେଣୀରେ ଆଲପେ ଏପେରାଙ୍ଗା ।


logo