logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

କ୍ଷୀର
ତୁଆ
ମାଆ କ୍ଷୀର ଶିଶୁ ପାଇଁ ଅମୃତ ଅଟେ ।
ମାଆ ତୁଆ ହନଲାଗୁଡ଼ ଅମରୁତ ଲିକା ।

କ୍ଷୁଦ୍ରତମ
ସାବିକୁଆୟେତେ ହୁଳିଂ
ଏକ ସବୁଠାରୁ କ୍ଷୁଦ୍ରତମ ସଂଖ୍ୟା ଅଟେ ।
ଏକ ସାବିନ କୁଆ ୟେତେ ହୁଳିଂ ସଂଖ୍ୟା ତାନା ।

କ୍ଷେତ୍ର
ଚାସ/ଅତେ
କନ୍ଧମାଳ କୃଷି ନିମନ୍ତେ ଉତ୍ତମ କ୍ଷେତ୍ର ନୁହେଁ ।
କନ୍ଧମାଳା ଚାଆ ସନାତିଙ୍ଗ ବୁଗିନ ହାସାଦ କା'ତାନା ।

କ୍ଷେତ
ଅତେ
କ୍ଷେତରେ ଗୋବର ଖତ ଦେଲେ ଭଲ ଫସଲ ହେବ ।
ଅତେରେ ଗୁରିଇ ଏମେରେ ବୁଗିନ ଚାଆସ ହବାନା ।


logo