logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଏକାଧିକ
ସାଙ୍ଗି
ଏକାଧିକ ମୋ ପାଖରେ ଗଣିତ ବହି ଅଛି ।
ଆଞ୍ଜ ତାଆରେ ସାଙ୍ଗି ଗଣିତ କିତେବ୍‍ ମେନାଆ ।

ଏକାଡିଆଁ
ମିସେଉଇ
ମାଙ୍କଡଟା ଏକାଡିଆଁରେ ପଲାଇଲେ ।
ସାରଆ ମିସେଉଲଃ ତେଏଃ ନିର୍‍ଜାନା ।

ଏକପ୍ରକାର
ମିଡଗେତେୟା
ସୌନିକମାନେ ଏକପ୍ରକାର ପୋଷକ ପିନ୍ଧନ୍ତି ।
ସାଇନିକକ ମିଡ୍‍ଗିନ୍‍ ତେୟାକ ଶୁତୁଲ ପେଣ୍ଟେନା ।

ଐରାବତ
ଐରାବତ
ଐରାବତ ହାତୀମାନଙ୍କ ଦଳପତି ଅଟେ ।
ଐରାବତ ହାତୀକୁୱାଆ ଦନ୍ତା ତାନିଇ ।

ଅଣ୍ଡଅ
ମାଛ ଓ ମାଂସ ଶରୀରର ବୃଦ୍ଧି କରନ୍ତି ।
ହାଇ ଅଣ୍ଡଅ ଜିଲୁ ହମଃଅ ବାୟି ୟେଃ ।

ଓଳି
ଉଳି
ଗୋଟିଏ ଉଳି କାମକଲେ ଆଧା ମଜିରୀ ପାଇବ ।
ମିଡ୍‍ ଉଳି ପାଇଟି ରେଦଃ ଆଧା ମୁଜୁରୀ ନାମୱା ।

ଓଠ
ଆଲୁଟି
ଶୀତ ଦିନେ ଓଠ ଫାଟେ ।
ରାବଙ୍ଗ୍ ଦିନ୍‍ ଆ'ଲୁଟି ଚାଟାୱା ।

ଓସାର
ଉସାର
ଓସାରା ଲମ୍ବା ଅପେକ୍ଷା ସାନ ଅଟେ ।
ଉସାର ଜିଲିଙ୍ଗେଏତେ କମ୍‍ ଗେୟା ।

ଓଜନ
ତୁଲେ
ଚାଷୀମାନେ ପନିପରିବା ଓଜନ କରି ବିକିବା ଉଚିତ୍‍ ।
ଚାଷ୍‍ ତାନ୍‍କ ସବଜୀ ତୁଲେକେଏତେ ଆକାରିଙ୍କେତେୟା କାଜି ।

ଓଧ
ଉଦେମ
ଓଧ ପାଣିରେ ଯାଆସ କରିପାରେ ।
ଉଦେମ‍ ଦାଆରେଏଃ ହୁଯୁଉ ସେନଅ ଦାୟେଃ ।


logo