logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଏଇଠି
ନେନତାଆ
ଏଇଠି ବସି ମୁଁ ନିତି ବହି ପଢେ ।
ନେନ୍‍ତାଆରେ ଦୁବେକାନ୍ତେ ଆଞ୍ଜଜାଅ କିତେବେଞ୍ଜ ପାଳାୱା ।

ଏକତା
ଏକଜୁଟ୍‍
ଏକତା ହିଁ ବଳ ଅଟେ ।
ଏକଜୁଟ୍‍ ଗେ ପେଏଃ ।

ଏକଲା
ଏସକାର
ଆମ ଗ୍ରାମରୁ ମୁଁ ଏକଲା କଲେଜ ଯାଏ ।
ଆଲେ ହାତୁଏତେ ଆଞ୍ଜ ଏସ‍କାର୍‍ କଲେଜଞ୍ଜ ସେନୱା ।

ଏମନ୍ତ
ନେଲେକା
ଏମନ୍ତ କରି ଦେଖାଆ ; ଯାହା ଦେଖି ଲୋକେ ଖୁସି ହେବେ ।
ନେଲେକା ପାଇଟିମ‍ , ଅକନା ନେଲକାତେ ହୋକ ରାଆଁସାୱା ।

ଏବେ
ନାଆ
ଏବେ ପାଠ ପଢାର ସମୟ ଆଟେ ।
ନାଆ ପାଳାଅ ତେୟା ସମଏ ତାନାଆ ।

ଏଟିଏମ
ଏଟିଏମ
ଏଟିଏମରୁ ଯେକୌଣସି ସମୟରେ ଟଙ୍କା ଉଠାଯାଏ ।
ଏଟିଏମତେ ଯାହାଚିମିତେଙ୍ଗରେୟଃ ଟାକା ଅଣ୍ଡଙ୍ଗା ।

ଏନ୍ତୁଡିଶାଳ
ଆଦିନ୍‍ ଆଙ୍କ
ଏନ୍ତୁଡିଶାଳ ଆମ ଜନ୍ମସ୍ଥାନ ଅଟେ ।
ଆଦିନ୍‍ ବିତେର୍‍ ଆବୁୱା ଜନମ ଜାଗା ତାନା ।

ଏକଟଙ୍କିଆ
ମିଡ୍‍ଟାକାଲଟ୍‍
ଆଜିକାଲି ଏକଟଙ୍କିଆ ନୋଟ ଦେଖାଯାଉ ନାହିଁ ।
ନାଆବାରସିଂ ମିଡଟାକାଲ୍ଟ କାହା ନେଲୱା ।

ଏକଦଶ
ଗେଲ୍‍
ମୁଁ ଏକଦଶବାର ଚିଲିକା ଦେଖିଛି ।
ଆଞ୍ଜ ଗେଲ୍‍ ଦାଣା ଚିଲିକାଞ୍ଜ ନେଲ୍‍ତାଡା ।

ଏକାଠି
ମିଡ୍‍ ତାଆରେ
ପରିବାରରେ ସମସ୍ତେ ଏକାଠି ରହନ୍ତି ।
ପରିବାରରେ ସାବିନ୍‍ ମିଡ୍‍ ତାଆରେକ ତାଇନେ ।


logo