logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଉପର
ଚିତାନ‍
ବାୟୁ ମଣ୍ଡଳର ଉପରି ଭାଗରେ ମହାଶୁନ୍ୟ ରହିଛି ।
ଦୂୟ ଚିତାନ୍‍ ରେ ମହଶୂନ୍ୟ ମେନାଅ ।

ଉର୍ବର
ଲାବାର
ପ୍ରଚୁର ଫସଲ ନିମନ୍ତେ ଉର୍ବର ମାଟି ଆବଶ୍ୟକ ।
ଏସୁଲାଲି ଖିତି ହବାନ୍‍ ଲାଗିଡ ଲାବାର୍‍ ହାସା ଦରକାର ।

ଊଣା
କମ୍‍
ପାଠ ପଢା ଊଣା କର ନାହିଁ ।
ପାଳଅ ଆଲପେ କମେୟା ।

ଅଳି
ମିଡଊଳି
ଗ୍ରୀଷ୍ମ ଋତୁରେ ଏକ ଅଳି କାମ କରିବା ଭଲ ।
ଜେଟେ ଚାଣ୍ଡୁଉ ରେ ମିତ୍‍ ଊଳି ପାଇଟିରେ ବୁଗିନ ।

ଏଣେତେଣେ
ନେପାଆଏନ୍‍ପାଆ
ଆବର୍ଜନା ଏଣେତେଣେ ପକାନ୍ତୁ ନାହିଁ ।
ଜବରା ନେପାଆଏନ୍‍ପାଆ ଆଲପୀଣ୍ଡାଆୟା ।

ଏଣ୍ଡୁଅ
ତଣ୍ଡେୟା
ଏଣ୍ଡୁଅ କଙ୍କି ମାରି ଖାଏ ।
ତଣ୍ଡେୟା ବେର୍‍ବେଡ୍‍ଙ୍ଗ କଏ କମ୍‍ କୱା ।

ଏକ
ମିଏଡ‍
କୁକୁର ଏକ ବିଶେଷ ପ୍ରାଣୀ ଅଟେ ।
ସେତା ମିଏଡ୍‍ ବିଶେଷ ଜାନୁଆର ତାନାଆ ।

ଏକାବାରରୁ
ମିସେତେଏ ନିର୍‍
କୁକୁରକୁ ଦେଖି ମାଙ୍କଡ ଏକାବାର ଛୁ ।
ସେତା ନେଲତେ ସାରାଆ ମୋସେତେଏ ନିର୍‍ଜାନା ।

ଏକଜୁଟ୍‍
ଏକଜୁଟ୍‍
ଗାଁ ଲୋକେ ଏକଜୁଟ ହୋଇ ରାସ୍ତା ମରାମତି କଲେ ।
ହାତୁ ହୋକ ଏକଜୁଟ୍‌ ଜାନ୍ତେ ସଳପକ ବାଇକେଡା ।

ଏକକ
ହିସେବ
ମିଟର ଦୂରତା ମାପିବାର ଏକକ ଆଟେ ।
ମିଟର ସାନିଂ ନାପାଅତେୟା ହିସେବ ତାନାଆ ।


logo