logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଉତ୍‍ପାତ
ଉତ୍‍ପାତ
ଅସାମାଜିକ ଲୋକମାନଙ୍କର ଉତ୍‌ପାତ ବଢିଚାଲିଛି ।
କାରାବହୋକୱା ଉତପାତ୍‍ ବାଳାଅ ଇଡେନତାନା ।

ଉତ୍କଟ
ଏସୁପୁରେଏ
କିଛି ବର୍ଷ ପରେ ଖଣିଜ ତୈଳର ଉତ୍କଟ ଅଭାବ ହେବ ।
ଚିମିନ‍ ସିର୍ମାତାୟାମ୍‍ ଅତେବିତେର ମୁଣୁନ୍‍ ଏସୁପୁରେଏଃ ଚାବାଉତେରୁଆ ।

ଉତ୍ପତ୍ତି
ବାଇନତାଆ
ଜମି ରହୁଥିବା ପାଣି ମଶାର ଉତ୍ପତ୍ତି ସ୍ଥଳ ଅଟେ ।
ଜାମାଃକାନ୍‍ ଦାଆ ଶିକିଙ୍ଗ ବାଇନ୍‍ତାଆ ଜାଗା ।

ଉତ୍ସ
ହୁଣ୍ଡି
ଗ୍ରୀଷ୍ମ ଋତୁରେ ଜଳ ସ୍ରୋତ ଉତ୍ସ ଶୁଖିଯାଏ ।
ଜେଟେସିଙ୍ଗି ହାଳିଦାଆ ହୁଣ୍ଡିଦାଆ ସାବିନ୍‍ ଆଞ୍ଜେଡେନା ।

ଉତ୍ସାହୀ
ସାନାଂ ମେନାଃ
ଉତ୍ସାହୀ ବ୍ୟକ୍ତି ସବୁ କାମରେ ସଫଳ ହୁଏ ।
ସାନାଂମେନାଃ ହୋ ସାବିନ୍‍ ପାଇଟିରେ ଦାଇୟେ ।

ଉତ୍ତୋଳନ
ଅଣ୍ଡଙ୍ଗ
ଖଣିରୁ ଖଣିଜ ପଥର ଉତ୍ତୋଳନ କରାଯାଏ ।
ଖାଦାନାଏତେ ଖାଦାନ ଦିରିକ ଅଣ୍ଡଙ୍ଗେଆ ।

ଉପବାସ
କାଟାବ୍‍
ଉପବାସଦ୍ୱାରା ପାକସ୍ଥଳି ବିଶ୍ରାମ ପାଏ ।
କାଟାବେନରେ ଲାଇ ଜିରେଅ ନାମେୟା ।

ଉଠାଇ
ଉଟାଂ
ବେଳେ ବେଳେ ପବନ ଚାଳକୁ ଉଠାଇ ନିଏ ।
ମିସେ ମିସେ ହୟତେ ଦାଲା କାନାଆ ଉଟାଂ ଏଣ୍ଡାଆୟା ।

ଉଭୟ
ବାରଅସାନ୍ତେ
ବିଦ୍ୟାଳୟ ସଫା ରଖିବା ଛାତ୍ରଛାତ୍ରୀ ଉଭୟଙ୍କ କର୍ତ୍ତବ୍ୟ ଅଟେ ।
ଇସୁଲ ସାଫାଲାଗିଡ୍‍ କୁୱା, କୁଇହନ ବାରଅ ସାନ୍ତେ ପାଇଟିଇ ତେୟାକାଜି ।

ଉଇକେଟ
ଉଇକେଟ
କ୍ରିକେଟର ଗୋଟିଏ ଦଳରେ ଏଗାରଟା ଉଇକେଟ୍‍ ଥାଏ ।
କ୍ରିକେଟରେୟା ମିଏଡ୍‍ ଦଳରେ ଗେଲମିଏଡ‍ ଉଇକେଟ ତାଇନେ ।


logo