logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଉଚିତ‍
ବୁଗିନ୍‍କାତି
ପିଲାମାନେ ପତା ମାତାଙ୍କର ଆଜ୍ଞାବହ ହେବା ଉଚିତ ।
ହନ୍‍କ ଏଙ୍ଗାଆପୁ କୱାକାଜିରେ ଆଚୁନ୍‍ ତେୟା ବୁଗିନ୍‍ କାଜି ।

ଉପକରଣ
ଜିନିଷକ
ପାଠ ଉପକରଣ ସାଇତି ରଖ ।
ପାଳଅ ଜିନିଷକ ସାଇତେବେ ତାଆପେ ।

ଉପସ୍ଥିତ
ହାଜିର
ଶିକ୍ଷକ ଡାକିବା ମାତ୍ରେ ମୁଁ ଉପସ୍ଥିତ ରହେ ।
ମାଷ୍ଟର କେୟାଞ୍ଜ ଲଅଗେ ଆଞ୍ଜ ହାଜିରିନା ।

ଉକୁଣି
ସିକୁ
ଅପରିସ୍କାର ମୁଣ୍ଡରେ ଉକୁଣି ଜାତ ହୁଅନ୍ତି ।
ଅଜରା ବଅରେ ସିକକ ବାଇନେ ।

ଉତ୍ତରଦିଗ
ଉତ୍ତରକୁଟି
ଉତ୍ତର ଦିଗରୁ ଥଣ୍ଡା ପବନ ବହେ ।
ଉତ୍ତର କୁଟିଏତେ ସାସା ହୟ ହୁଜୁୱେ ।

ଉତ୍‍କୃଷ୍ଟ
ବୁଗିନ
କନ୍ଧମାଳରେ ଉତ୍‍କୃଷ୍ଟ ହଳଦୀ ଉତ୍ପାଦନ କରାଯାଏ ।
କନ୍ଧମାଳରେ ବୁଗିନ ସାଶାଙ୍ଗ ଚାଷ ହବାନ‍ତାନା ।

ଉତ୍ପାଦିକା
ହବାନତେୟା
ଜମିର ଉତ୍ପାଦିକା ଶକ୍ତି କମିଗଲାଣି ।
ଅତେରେୟା ଚାଷ ହବାତେୟା ଶକ୍ତି କମ୍‍ଚାବାନ ତାନା ।

ଉଚ୍ଚ
ଚିତାନ୍
ଶାଗୁଣା ଖୁବ୍‍ ଉଚ୍ଚରେ ଉଡିପାରେ ।
ଗିଦି ଏସୁ ଚିତାନ୍‍ ରେଏ ଆପିର୍‍ଦାଇୟେ ।

ଉଚ୍ଚାସାନ
ମାରାଂଦୁବତେୟା
ସମ୍ମାନୀୟ ଅତିଥିଙ୍କୁ ଉଚ୍ଚ ଆସନରେ ବସାଯାଏ ।
ମାନତାନ୍‍ କୁପୁଲକ୍‍ ମାରାଂ ଦୁନୁବ୍‍ ତେୟାରେକ ଦୁବ୍‍କୱା ।

ଉତ୍ସନ୍ନ
ଚାବାଜାନା
ଦୁର୍ଘଟଣାରେ ତାର ସବୁ ଉତ୍ସନ ହୋଇଗଲା ।
ଦୁର୍ଘଟଣାରେ ଆୟାଆ ସାବିନ ଚାବାଜାନା ।


logo