logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଉଡିବା
ଆପିର
ଛୁଆପକ୍ଷୀ ମାଆଠାରୁ ଉଡିବା ଶିଖେ ।
ଅଏହନ୍‍ ମାଆ ତାଆଏତେ ଆପିରେଏ ଏତାୟା ।

ଉପଦେଶ
କାଜି
ଗୁରୁଜନମାନଙ୍କ ଉପଦେଶ ମାନି ଚଳ ।
ମାରାଂହ କାୱା କାଜି ମାନାତିଂଜାନ୍ତେ ତାଇନ୍‍ଯେ ।

ଉଭା
ନେଲଅ
ଘନମେଘ ଆସ୍ତରଣ ମଧ୍ୟରେ ସୂର୍ଯ୍ୟ ଉଭା ହେଲେ ।
ହେନ୍ଦେରିମିଲ୍‍ ବିତେରାଏତେ ସିଙ୍ଗିନେଲଆ ଜାନା ।

ଉଚ୍ଚଶ୍ୱର
କେଲେଏତେ କେଆ
ରମା ମୋତେ ଉଚ୍ଚସ୍ୱରରେ ଡାକିଲା ।
ରମା ଆଞ୍ଜକେ କେଳୀତେଏ କେୟାକିଡିଞ୍ଜେ ।

ଉପକାର
ଦେଙ୍ଗା
ଅସହାୟ ଲୋକର ଉପକାର କର ।
ଅକଏ ବାଙ୍କୁ ହୋ'କ ଦେଙ୍ଗା କପେ ।

ଉଦଯୋଗ
ଉଦଯୋଗ
ଦେଶ ସେବାରେ ଉଦଯୋଗ ଥିବା ଆବଶ୍ୟକ ।
ଦେଶୁମ ସେବାରେ ଉଦଯୋଗ ତାଇନ୍‍ ଦରକାର ।

ଉଇ
ନିଦିର
ଉଈ ବହିପତ୍ର ଖାଇଯାଏ ।
ନିଦିର ବହିଖାତା ଜମ୍‍ ଚାବାୟା ।

ଉତ୍ତାପ
ଲଲ
ଜ୍ୱର ହେଲେ ଦେହରେ ଉତ୍ତାପ ବଢେ ।
ହାସୁଜାନରେ ହମଅରେ ଲଲଃ ବାଳାୱା ।

ଉତ୍ପାଦନ
ଚାଆଷ
କୃଷି ଉତ୍ପାଦନ ବଢାଇବା ଆବଶ୍ୟକ ।
କୃଷି ଚାଷ ବାଳାଅଏ ତେୟା କାଜି ।

ଉଷୁମ
ଉରଗୁମ୍‍
ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଭଲ ।
ରାବାଙ୍ଗ ଦିନ୍‍ ଉର୍‍ଗୁମ ଦାଆରେ ଅଳାନ୍‍ ବୁଗିନେ ।


logo