logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଉଦ୍ଭାବନ
ବାଇଏତ୍‍
ମାର୍କୋନି ରେଡିଓ ଉଦ୍ଭାବନ କରିଥିଲେ ।
ମାର୍କୋନି ରେଡିଓ ବାଇଏତ ଲେଡା ।

ଉହାଡ଼
ଦାନାଂ
ପାହାଡ଼ ଉହାଡ଼ରେ ସୂର୍ଯ୍ୟ ଲୁଚିଗଲେ ।
ବୁରୁ ଦାନାଂରେ ସିଙ୍ଗି ଉକୁଜାନା ।

ଉପାୟ
ବୁଦ୍ଧି
ମନଥିଲେ ଉପାୟ ଆସେ ।
ସାନାଂ ତାଇନରେ ବୁଦ୍ଧି ହୁଜୁୱେ ।

ଉଚ୍ଚତା
ସାଲାଙ୍ଗି
ରକି ଉଚ୍ଚତାରେ ସବୁଠାରେ ଡେଙ୍ଗାପିଲା ଅଟେ ।
ରକି ସାଲାଙ୍ଗିରେ ସାବିନ୍‍ କୱାତେ ସାଲାଙ୍ଗି ହନ୍‍ ।

ଉନ୍ନତି
ରାକାବ୍‍
ପିତାମାତା ପିଲାମାନଙ୍କର ଉନ୍ନତି କାମନା କରନ୍ତି ।
ଏଙ୍ଗାଆପୁ ହନକୱା ରାକାବ୍‍ ଲାଗିଡ୍‍କ ସାନାଂଆ ।

ଉର୍ଦ୍ଧକ୍ରମ
ଚିତାନ୍‍ଚିତାନ୍‍
ଉର୍ଦ୍ଧକ୍ରମରେ ସଜାଇ ଲେଖ ।
ଚିତାନ୍‍ ଚିତାନତେ ସାଜାଅକେଏତେ ଅଲେପେ ।

ଉତ୍ସାହିତ
ରାଆଁସାଇଲି
ପ୍ରଶଂସା ମିଳିଲେ ସମସ୍ତେ ଉତ୍ସାହିତ ହୁଅନ୍ତି ।
ସାବିନ‍କ୍‍ ବିଗିନ୍‍କ ମେତାକରେ ରାଆଁସାଇଟି ଚାବାୱାକ ।

ଉପରେ
ଚିତାନରେ
ଚାଳ ଉପରେ କାଉ ବସିଛି ।
ଆୱା ଚିତାନରେ କାଆ ଅଏ ଦୁବାକାନା ।

ଉତ୍ତମ
ବୁଗିନଉତେର
ମୀନା ଜଣେ ଉତ୍ତମ ବାଳିକା ଅଟେ ।
ମୀନା ମିଏଡ୍‍ ବୁଗିନ ଉତେର କୁଇ ହନ୍‍ ।

ଉଦୁଉଦିଆ
ସେଙ୍ଗେଲଲେକା
ଉଦୁଉଦିଆ ଖରାରେ ବାହାରକୁ ବାହାରନ୍ତୁ ନାହିଁ ।
ସେଙ୍ଗେଲଲେକା ଜେଟେ ତାଆରେ ଯାହାପାଆହ ଆଲପେ ସେନୱାଁ ।


logo