logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଆୟୋଜନ
ସାପାଳାଅ
ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜନ କରାଯାଏ ।
ଇସ୍କୁଲରେ ସିର୍ମାମୁଣ୍ଡି ନେଏଗେ ସାପାଳାୱା ହବାନା ।

ଆହୁରି
ଅଣ୍ଡଅଗେ
ଭଲଫଳ ପାଇବାକୁ ହେଲେ ଆହୁରି ପରିଶ୍ରମ କର ।
ବିଗିନେଏ ନାମ୍‍ ଲାଗିଡ୍‍ ଅଣ୍ଡଅଗେ ପାଇଟି ଏନାଙ୍ଗାଆ ।

ଇଶ୍ୱର
ସିଙ୍ଗିବଙ୍ଗା
ଇଶ୍ୱର ଆମର ସୃଷ୍ଟି କର୍ତ୍ତା ଅଟନ୍ତି ।
ସିଙ୍ଗିବଙ୍ଗା ଆବୁୱେ ଜନମ୍‍ଜାତ୍‍ ବାଇକେନିଇ ।

ଇଟା
ଇଟେ
ଇଟା ଗଢି ପୋଡାଯାଏ ।
ଇଟେ ବାଇକାତେ କ ଉରୁବେୟା ।

ଇସ୍ତ୍ରୀ
ଆଇରନ୍‍
ଇସ୍ତ୍ରୀ କରିବା ପରେ ପୋଷାକ ପିନ୍ଧିବା ଭଲ ।
ଆଇରନ୍‍ କାତେ ସୁତୁଇପିନ୍ଦେନ୍‍ ତେୟାଃ ବୁଗିନେ ।

ଉତ୍ତର
ଉତ୍ତର
ପ୍ରଶ୍ନରେ ସଠିକ ଉତ୍ତର ଦିଅ ।
କନଃ ରେୟା ଠିକ ଉତ୍ତର ଏମେପେ ।

ଉଚିତ‍
ବୁଗିନ୍‍
ପିଲାମାନାଙ୍କୁ ଉଚିତ‍ ଶିକ୍ଷା ଦିଅନ୍ତୁ ।
ହନକ ବିନିନେଏ ଏତକପେ ।

ଉଦୟ
ତୁର
ପ୍ରତିଦିନ ଠିକ ସମୟରେ ସୂର୍ଯ୍ୟ ଉଦୟ ହୁଏ ।
ସାବିଦିନ୍‍ ଠିକ୍‍ ସମୟରେ ସିଙ୍ଗି ତୁରେନା ।

ଉପାଧି
ଉପାଧି
ବିଜ୍ଞ ଲୋକମାନଙ୍କୁ ଯୋଗ୍ୟ ଉପାଧି ଦିଆଯାଏ ।
ଆଦାନ୍‍ ହୋକ ବୁଗିନ୍‍ ଉପାଧିକ ଏମାକୱ ।

ଉପଯୁକ୍ତ
ବୁଗିନ୍‍
ରୋଗିକୁ ଉପଯୁକ୍ତ ଚିକିତ୍ସା ଆବଶ୍ୟକ ।
ହାସୁତାନିଇକେ ବୁଗିନ୍‍ ରେଡ୍‍ରାନୁ ଦରକାର ।


logo