logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଆଶ୍ୱସ୍ତ
ହାଏକେନଆ
ଭଲଫସଲ ଦେଖି ଚାଷି ଆଶ୍ୱସ୍ତ ହୁଏ ।
ବୁଗିନ୍‍ ଖିତି ନେଲତେ ଚାଷଢାଡିଇ ହାୟକେନଆ ।

ଆଗ୍ରହୀ
ସାନାଂ
ପିଲାମାନେ ପାଠପଢାରେ ଆଧିକ ଆଗ୍ରହୀ ହେବା ଉଚିତ ।
ହନକ ପାଳାଅରେ ପୁରେଃସାନାଂ ତାଇନ୍‍ କାଜି ।

ଆନନ୍ଦ
ରାଆସା
ଈଶ୍ୱର ଭୟ ପ୍ରକୃତ ଆନନ୍ଦ ଦିଏ ।
ସିଙ୍ଗିବଙ୍ଗା ବରୟାଇରେ ସାରି ରାଆସା ନାମଆଁ ।

ଆସ
ହୁଜୁଉ
ଆସ ସ୍କୁଲକୁ ଯିବା ।
ହୁଜୁଉପେ ଇସ୍କୁଲବୁ ସେନୱା ।

ଆଗ
ଆୟାର
ଆଗ ଧାଡିରେ ବସିଲେ ଶିକ୍ଷାଦାନ ଭଲ ଶୁଭେ ।
ଆୟାର ଦାଳିରେ ଦୁବରେ ପାଳାଅ ବୁଗିଲେକା ଆୟୁମୱା ।

ଆରମ୍ଭ
ଏୟନ୍‍
ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରିବା ଭଲ ।
ଆର୍ଦାଶ କାତେ ପାଇଟି ଏୟବେରେ ବୁଗିନେ ।

ଆତ
ବଡ଼ଲ
ଆତଫଳ ଭାରି ସୁଆଦିଆ ଲାଗେ ।
ବଡ଼ଲ ଜ'ଏସୁ ନଗଡ଼ ଆଦାୱା ।

ଆଶା
ଆଶାରେ
ପରିଶ୍ରମ ବିହିନ ଆଶା ବୃଥାରେ ଯାଏ ।
ପାଇଟି କାହା'ତେ ଆଶାରାଦଃ ସାମାଗେ ସେନଆ ।

ଆଲମିରା
ଆଲମିରା
ଆଲମିରାରେ ବହିପତ୍ର ସୁରକ୍ଷିତ ରହେ ।
ଆଲମିରାରେ ବହିଖାତା ବୁଗିଲେକା ତାଇନେ ।

ଆଙ୍କୁଡି
ବାନାକାଉ
ଆଙ୍କୁଡି ସାହାଯ୍ୟ ରେ ଆମ୍ବ ତୋଳାଯାଏ ।
ବାନାକୁଉତେ ଉଲିକ ଇୟୁଉୟେ ।


logo