logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଆଦିମ ମଣିଷ
ମୁନୁରେନହୋକ
ଆଦିମ ମଣିଷ ଶିକ୍ଷିତ ନ ଥିଲେ ।
ମୁନୁରେନ ହୋକ କାକ ପାଳାଅ ଲେନାଃ ।

ଆମ୍ଳେଟ
ଆମ୍ଳେଟ
ଆଣ୍ଡା ଆମ୍ଳେଟ ଖାଇବାକୁ ରୁଚିକର ଲାଗେ ।
ଆଣ୍ଡା ଆମ୍ଳେଟ ଜମ୍‍ଲାଗିଡ୍‍ ବୁଗିନ ଆଦାୱା ।

ଆବଶ୍ୟକ
ଦରକାରା
ବ୍ୟାୟାମ ଆମ ଶରୀର ପାଇଁ ଆବଶ୍ୟକ ଅଟେ ।
ବ୍ୟାୟାମ ଆବୁ ହମଅ ଲାଗିଡ୍‍ ଦରକାର ତାନାଆ ।

ଆମ ଗାଁ
ଆଲେହାତୁ
ଆମ ଗାଁ ଉପରମୁଣ୍ଡରେ ଗୋଟିଏ ପାହାଡ଼ ଅଛି ।
ଆଲେହାତୁ ଚିତାନ୍‍କୁଟିରେ ମିଏଡ୍‍ ବୁରୁ ମେନାଆ ।

ଆମ୍ବଟାକୁଆ
ଉଲିଜାଂ
ଆଦିବାସୀମାନେ ଆମ୍ବଟାକୁଆରେ କୁରୁଲି ଖାଆନ୍ତି ।
ଆଦିବାସୀକ ଉଲିଟାଙ୍କୁରେୟାଃ ଜାଂକ ଜମେୟା ।

ଆତୁର
ଢାଙ୍ଗି
ପରୀକ୍ଷା ଫଳ ଜାଣିବା ପାଇଁ ପିଲେ ଆତୁର ହୋଇଥାନ୍ତି ।
ପରୀକ୍ଷା ଫଳ ଆୟୁମ ଲାଗିଡ୍‍ ହନକ ଢାଙ୍ଗିରେ ଗେମେନାଃ କୱା ।

ଆସ୍ପାଳନ
ସାମାକାଜି
ମନୁଷ୍ୟର ଆସ୍ପାଳନ ବୃଥା ହୋଇଥାଏ ।
ମାନୁଆ ସାମାକାଜି ସାମାରେଗେ ସେନୱା ।

ଆସ୍ପା ର୍ଦ୍ଧା
ମାମାରାଂ
ଗର୍ବୀର ଆସ୍ପର୍ଦ୍ଧା ତାର ବିନାଶର କାରଣ ଅଟେ ।
ପୁଟାଣିକୱା ମାମାରାଂଗେ ଆୟାଆ ଗଜଅତେୟା କାରଣଦଃ ।

ଆଙ୍ଗୁଠି
ଆଙ୍ଗୁଠ
ଆଙ୍ଗୁଠି ଧରିବାରେ ସାହାର୍ୟ୍ୟ କରେ ।
ଆଙ୍ଗୁଳି ସାଫ୍‍ଲାଗିଡେଏ ସାହାଜ ବୁଏ ।

ଆଖଡ଼ାଘର
ଆଖଡ଼ାଅଆଃ
ପୂର୍ବକାଳରେ ଆଖଡ଼ାଘରେ ବର୍ତ୍ତମାନ ଆଉ ନାହିଁ ।
ସେଦା୍ୟ ଲେକା ଆଖଡ଼ାଅଆଃ ନାଆଃ ବାନଃଆ ।


logo