logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଆୟୋଜନ
ସାପାଳାଅଃ
ବିଦ୍ୟାଳୟରେ କ୍ରୀଡା ଆୟୋଜନ କରାଗଲା ।
ଇସ୍କୁଲରେ ଇନୁଂକ ସାପାଳାଅତାଡା ।

ଆବାଶ
ବାସା
ଜଙ୍ଗଲ ହାତୀମାନଙ୍କର ଆବାସସ୍ଥଳ ଆଟେ ।
ବୁରୁ ହାତୀକୱାଆ ବାସା ଜାଗା ତାନାଆ ।

ଆବଶ୍ୟକ
ଦରକାରା
ପିତା ମାତାଙ୍କ ଆଦେଶ ମାନିବା ଆବଶ୍ୟକ ।
ଏଙ୍ଗା ଆପୁକୱା କାଜି ମାନାତିଂ ଦରକାରା ।

ଆଲୋକ
ମାସ୍‍କାଲ
ସୂର୍ଯ୍ୟଠାରୁ ପୃଥିବୀକୁ ଆଲୋକ ଆସେ ।
ସିଙ୍ଗିଏତ ଦେଶୁମତେ ମାସ୍କାଲ ହୁବୁୱୋ ।

ଆପଣାପର
ଆପାନ୍‍ଏଟାଆ
ଆପଣାପର ଭାବିବା ପାପ ଅଟେ ।
ଆପାନ୍‍ଏଟାଆ ଉଳୁଃଉଦଃ ପାପ୍‍ ତାନାଆ ।

ଆରୋଗ୍ୟ
ବୁଗିନ୍‍
ମୁଁ ତୁମର ଆରୋଗ୍ୟ କାମନା କରେ ।
ଆଞ୍ଜ ଆମାଆ ବୁଗିନ୍‍ଞ୍ଜ ସାନାଂତାନା ।

ଆଚ୍‍ରଣ
ଚାଲଚ୍‍ଲନ୍‍
ଆମ ଆଚ୍‍ରଣ ମାର୍ଜିତ ହେବା ଉଚିତ ।
ଆବୁୱେ ଚାଲଚ୍‍ଲନ ସାଫାଗେ ତାଇନ୍‍ତେୟା କାଜି ।

ଆମ୍ବଗଛ
ଉଲିଦାରୁ
ଆମ ବାରିରେ ଗୋଟିଏ ଆମ୍ବଗଛ ଆଛି ।
ଆଲେ ବାକାଇରେ ମିଏଡ୍‍ ଉଲିଦାରୁ ମେନାଃ ।

ଆଡ଼ମ୍ବର
ଏଶୁଯମକତେ
ଲୋକେ ନୂଆବର୍ଷ ଆଡ଼ମ୍ବର ସହିତ ପାଳନ୍ତି ।
ହୋକ ନାମାସିର୍ମା ଏସୁଯମକତେକ ମାନାଢିଙ୍ଗେ ।

ଆଙ୍କିବା
ବାଇ
ଚିତ୍ର ଆଙ୍କିବା ଅଭ୍ୟାସ କର ।
ଚିତ୍ର ବାଇ ସେବେନ ତେୟାଃକାଜି ।


logo