logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଆଖିରେ ପଡିବା
ନେଲାମ୍‍
ଯାଉ ଯାଉ ସାପ ଉପରେ ମୋର ଆଖି ପଡିଲା ।
ସେନଅସେନଅତେ ଆଞ୍ଜଃମେଡ୍‍ ବିଙ୍ଗ ଚିତାନରେ ଟଅଜାନା ।

ଆଗ୍ରହ
ସାନାଂ
ପାଠାପଢା ସହିତ କ୍ରୀଡାରେ ଆଗ୍ରହ ରଖିଥାଅ ।
ପାଳାଆ ଲଅତେ ଇନୁଂଗ ରେୟାଃ ସାନାଂ ଜଗାଅଏପେ ।

ଆଖି
ମେଡ୍‍
ଆମେ ଆଖିର ଯତ୍ନ ନେବା ଉଚିତ ।
ଆବୁ ମେଡ୍‍ ରେୟାଃ ଯତନବୁ ଇଡେତେୟା କାଜି ।

ଆବିଷ୍କାର
ନାମ୍‍
କଲମ୍ବସ ଆମେରିକା ଆବିଷ୍କାର କରିଥିଲେ ।
କଲମ୍ବସ ଆମେରିକାଏ ନାମ୍‍ ଲେଡାଃ ।

ଆବୃତ୍ତି
ଦୁରେଙ୍ଗ
ରବି ଶ୍ରେଣୀରେ କବିତା ଆବୃତି କାଲାନାହିଁ ।
ରବି ଶ୍ରେଣୀରେ କବିତା କାଏ ଦୁରେଂ କେନା ।

ଆକାଶ
ରିମିଲ
ନୀଳ ଆକାଶ ସୁନ୍ଦର ଦେଖାଯାଏ ।
ନିଲ ରିମିଲ ଚିମିନ୍‍ ସୁନ୍ଦର ନେଲୱା ।

ଆମ୍ବ
ଉଲି
ଆମ୍ବ ଗ୍ରୀଷ୍ମ ୠତୁରେ ପାଚେ ।
ଉଲି ଜେଟସିଙ୍ଗି ମାତାୱା ।

ଆହା
ଆହା
ଆହା ବୁଢିଟି କେତେ ଦୁଃଖ ପାଉଛି ।
ଆହା ବୁଳିଏରା ଚିମିନ ଦୁକୁଉଃ ନାମେତାନା ।

ଆହ୍ଲାଦ
ରାଆସା
ନୂଆ ବହି ଦେଖି କୁନୀ ଆହ୍ଲାଦ ପାଉଛି ।
ନାମା କିତେବ ନେଲତେ କୁନୀ ରାଆସାଏ ଆଦାଏତାନା ।

ଆଶ୍ୱାସନା
ବରସା
ବାପା ମତେ ଆଶ୍ୱାସନା ଦେଲେ ।
ଆପୁଞ୍ଜ ଆଞ୍ଜକେ ବରସାଏ ଏମାଡିଞ୍ଜେ ।


logo