logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅର୍ଦ୍ଧକ ଅଂଶ
ବାରାବାରି
ମୋ ମିଠେଇ ଅର୍ଦ୍ଧେକ ଅଂଶ ସାନ ଭାଇକୁ ଦେଲି ।
ଆଞ୍ଜା ମିଠାଇ ରେୟାଃ ବାରାବାରିତେ ଉଣ୍ଡିଜ୍‍ କେଞ୍ଜ ଏମାଡିଏ ।

ଅଭାବି
ରିଙ୍ଗେ
ଆମ ଗ୍ରାମରେ ଅନେକ ଅଭାବି ଲୋକ ଅଛନ୍ତି ।
ଆବୁ ହାତୁରେ ଏସୁ ରେଙ୍ଗେଏ ହୋ ମେନାଃକଆ ।

ଅପକାରିତା
କାରବ୍‌ପାଆ
ଧୂମ ପାନର ଅପକାରିତା ଅତି ଭୟଙ୍କର ।
ସୁକୁଲ୍ ସିବ୍‌ ରେୟାଃ କାରବ୍‌ପାଆ ଏସୁବରଗେୟା ।

ଅଭାବ
ରେଙ୍ଗେ
ପରିଶ୍ରମୀର ଅଭାବ ନଥାଏ ।
ପେଏଃ ପାଇଟିନିଇ ଯାହାନଆ ରେଙ୍ଗେ କାହାତାଇନେ ।

ଅନୁସରଣ
ଅତଂ
ଆମେ ଧାର୍ମିକର ଅନୁସରଣ କରିବା ଉଚିତ ।
ଆବୁ ଧରମରେୟାଃ ଅତଂବୁ ସେନେୟା ।

ଅକାଳ
ଚୁଇଲେଗା
ମଦ୍ୟପାନ ଯୋଗୁ ତାଙ୍କର ଅକାଳ ମୃତ୍ୟୁ ହେଲା ।
ବୁଲଅତେୟାଃ ନୁଉତେ ଆଏଃ ଚୁଇଲେଗେ ଗଏଃହାନା ।

ଅଶ୍ୱତଥ
ହେସାଃ
ଅଶ୍ୱତଥ ଗଛର ଛାଇ ଭାରି ଥଣ୍ଡା ଲାଗେ ।
ହେସାଃ ଦାରୁରେୟାଃ ଉମ୍ବୁଲ ସାସାଗେୟା ।

ଆଲୋଚନା
ଜାପାଗାର
ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୁଏ ।
ଜାପାଗାର ଜାନେତ ତାକ୍‍ଲିବ୍‍କ ସମାଧାନ ହାବୁୱା ।

ଆଦାୟ
ଆଦାଇ
ଚାଷୀମାନେ ଜମିରୁ ଫସଲ ଆଦାୟ କରନ୍ତି ।
ଚାଷତାନିଇ ଅତେଆଏ ତେଗେ ଖିତି ଆଦାଇୟଏ ।

ଆଖିରେ ରଖିବା
ସାବିନ୍‍ଇମିତେନେଲ୍‍
ପିତା ମାତା ନିଜ ପିଲାଙ୍କୁ ଆଖିରେ ରଖିବା ଉଚିତ ।
ଇଙ୍ଗାଆପୁ ହନ୍‍କକେ ସାବିନ୍‍ଇମିତେ ନେଲକ ତେୟାଃକାଜି ।


logo