logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅନୁମାନ
ଆନଦାଜ
ଅନୁମାନ ଦ୍ୱାରା କାର୍ଯ୍ୟ ସଫଳ ହୁଏ ନାହିଁ ।
ଆନ‍ଦାଜା ତେଗେ ପାଇଟି ବୁଗିଲେକା କାହାହବାନା ।

ଅନେକ
ଏସୁ
ଆମ ଦେଶରେ ଅନେକ ସମସ୍ୟା ଅଛି ।
ଆବୁ ଦେଶମରେ ଏସୁ ତାକ୍‍ଲିବ୍‍କ ମେନାଆ ।

ଅଦଳବଦଳ
ବପଦଲ
ପୂର୍ବକାଳରେ ଅଦଳବଦଳ ଦ୍ୱାରା କିଣାବିକା ହେଉଥିଲା ।
ସିଦେମୁନୁ ବପଦଲେତ କିରଙ୍ଗ ଆକାରିଙ୍ଗ ହବାନ୍‍ ତାନ୍‍ ଟାଇକିନା ।

ଅଣ୍ଡା
ଅଣ୍ଡା (କାରମ)
ଅଣ୍ଡାର କେଶର ଦେହ ପାଇଁ ଭଲ ।
ଆଣ୍ଡା ରେୟାଃ କେଶର ହମଅ ଲାଗିଡ୍‍ ବୁଗିନେ ।

ଅଷ୍ଟମ
ଇରିଲ୍‍
ମୋ ଭଉଣୀ ଅଷ୍ଟମ ଶ୍ରେଣୀରେ ପଢେ ।
ଆଞ୍ଜାଆ ମାରାଂ ଦାଇ ଇରିଲ୍‍ କିଲାସ ରେଏ ପାଳାୱା ।

ଅନୁସାରେ
ହସେବତେ
ଉଚ୍ଚତା ଅନୁସାରେ ଠିଆ ହୁଅ ।
ସାଲିଙ୍ଗି ହିସେବତେ ତିଙ୍ଗୁନ୍‍ ପେ ।

ଅନ୍ତନଳୀ
ପୁଟା
ଅନ୍ତନ୍ଦଳୀ ସଫା କରିବାକୁ ଯଥେଷ୍ଟ ପାଣି ଆବଶ୍ୟକ ।
ପୁଟା ସଫା ଲାଗିଡ୍‍ ଲାଲି ଦାଆ ଦରକାର ।

ଅନେଇବା
ହେତା
ଭିକାରୀ ଟି କରୁଣ ଦୃଷ୍ଟିରେ ଅନେଇଛି ।
କଏଁ ତାନିର ଚିନ୍‍ ଆଶାର୍‍ ମେଡ୍‍ ତେଏ ନେଲ୍‍ତାନି ।

ଅଣ୍ଡାକୃତି
ଆଣ୍ଡାଲେକା
ପୃଥିବୀର କକ୍ଷପଥ ଅଣ୍ଡାକୃତି ଅଟେ ।
ଦେଶୁମ ରେୟାଃ କକ୍ଷହରା ଆଣ୍ଡାଲେକା ମେନାଆ ।

ଅନ୍ଧାର
ନୁବେଏ
ଅନ୍ଧାର ରାତିରେ ଚୋର ଭୟ ଥାଏ ।
ନୁବେଏ ନିଦେରେ କୁମ୍ବୁଉ ବର ତାଇନେ ।


logo