logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅବଜ୍ଞା
କାହାମାନାତିଙ୍ଗ
ବାପା ମାଆଙ୍କ ଆଦେଶ ଅବଜ୍ଞା କରନାହିଁ ।
ଏଙ୍ଗାଆପୁକୱା କାଜି କାହାମାନାତିଙ୍ଗ କାହାବୁଗିନେ ।

ଅଫିସର
ଦିକୁ
ଆମ ସାହିକୁ ଜଣେ ଅଫିସର ଆସିଥିଲେ ।
ଆଲେ ସାଇତେ ମିଏଡ୍‍ ଦିକୁ ହୁଜୁଉଲେନା ।

ଅଶେଷ
କାହାଚାବାନା
ପ୍ରେମ ଅଶେଷ ଅଟେ ।
ରାଆସା କାହା ଚାବାନ୍‍ ତେୟାଃ ।

ଅବଶ୍ୟ
ଏନରେୟଃ
ଆମେ ଅବଶ୍ୟ ଦେଶସେବା କରିବାକୁ ହେବ ।
ଆବୁ ଏନରେୟଃ ଦେଶୁମସେବା ପାଇଟିତେ ହବାନା ।

ଅଳ୍ପକ୍ଷଣ
ମିଦଣ୍ଡେ
ଇନ୍ଦ୍ରଧନୁ ଅଳ୍ପକ୍ଷଣ ଦେଖାଯାଏ ।
ରାଉଲବିଙ୍ଗ ଆଙ୍ଗ ମିଡ୍‍ ଦଣ୍ଡେ ନେଲୱା ।

ଅସ୍ଥି
ଜାଂ
ଆମ ଦେହରେ ୨୦୬ ଖଣ୍ଡ ଅସ୍ଥି ଆଛି ।
ଆବୁ ହମଅରେ ୨୦୬ ଟା ଜାଂ ମେନାଆ ।

ଅସହଯୋଗ
କାହାଜେଙ୍ଗା
ଅସହଯୋଗରେ ବିକାଶ ନାହିଁ ।
କାହାଦେଙ୍ଗାରେ ରାକାବ୍‍ ବାନୱା ।

ଅଝଟ
ଗେଜେରା
ଅଝଟ କରିବା ମନ୍ଦ ଅଟ ।
ଗେଜେରା କାହା ବୁଗିନେ ।

ଅର୍ଥ
ଟାକା
ପରିଶ୍ରମ କରି ଅର୍ଥ ଉପାର୍ଜନ କର ।
ପାଇଟି କଏତେ ଟାକା ନାଲାଏପେ ।

ଅବସ୍ଥିତି
ତାଇନ୍‍
ନଈର ଆବସ୍ଥିତି ଆମ ପାଇଁ ମଙ୍ଗଳ ଜନକ ।
ଗାଳା ତାଇନତେୟାଃ ଆବୁ ଲାଗିଡ୍‍ ବୁଗିନେ ।


logo